ବାଇକ୍ ଦୁର୍ଘଟଣାରେ ଜଣେ ମୃତ

author img

By

Published : Apr 20, 2021, 4:44 PM IST

ବାଇକ୍ ଦୁର୍ଘଟଣାରେ ଜଣେ ମୃତ

ଫୁଲବାଣୀ ପଟାବାଲି ସାହି ନିକଟରେ ଭାରସାମ୍ୟ ହରାଇ ପିଟି ହେଲା ବାଇକ । ଘଟଣାସ୍ଥଳରେ ଜଣେ ବାଇକ ଆରୋହୀ ମୃତ । ଅଧିକ ପଢନ୍ତୁ...

ଫୁଲବାଣୀ: ବାଇକ୍ ଦୁର୍ଘଟଣାରେ ଜଣେ ମୃତ l ଏଭଳି ଏକ ଘଟଣା ଫୁଲବାଣୀ ପଟାବାଲି ସାହି ନିକଟରେ ଘଟିଛି । ଜଣେ ବାଇକ ଆରୋହି ଫୁଲବାଣୀରୁ ଗୋଛାପଡ଼ା ଯାଉଥିବା ସମୟରେ ଫୁଲବାଣୀ ପଟାବାଲି ସାହି ନିକଟରେ ଥିବା ପୋଲ ରାସ୍ତାରେ ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲେ ।

ବାଇକ୍ ଦୁର୍ଘଟଣାରେ ଜଣେ ମୃତ

ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିଲା l ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରୁଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.