ପାର୍ବଣ ପାଇଁ ଜିଲ୍ଲା ପ୍ରଶାସନର କୋଭିଡ ସଚେତନତା

author img

By

Published : Oct 10, 2021, 2:17 PM IST

ପାର୍ବଣ ପାଇଁ ଜିଲ୍ଲା ପ୍ରଶାସନର କୋଭିଡ ସଚେତନତା

ଆସିଛି ପାର୍ବଣ । ପାର୍ବଣ ସମୟରେ ସଂକ୍ରମଣ ନ ବଢିବା ପାଇଁ ପ୍ରଶାସନର ସଚେତନତା । ଅଧିକ ପଢନ୍ତୁ...

ଢେଙ୍କାନାଳ: ଆସିଛି ପାର୍ବଣ । ପାର୍ବଣ ସମୟରେ ଭିଡ ଆଶଙ୍କାରେ ରହିଛି । ଭିଡ ବଢିଲେ ସଂକ୍ରମଣ ବଢିବାର ସମ୍ଭାବନା ମଧ୍ୟ ବେଶ ଅଧିକ ରହିଛି । ଦଶହରା,ଲଷ୍ମୀପୂଜା ଓ ଦୀପାବଳି ଅବସରରେ କିପରି କୋଭିଡ ସଂକ୍ରମଣ ନହେବ । ଜନସାଧାରଣ କିପରି ସଚେତନ ହେବେ ।

ପାର୍ବଣ ପାଇଁ ଜିଲ୍ଲା ପ୍ରଶାସନର କୋଭିଡ ସଚେତନତା

ସେନେଇ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଅଣ୍ଟା ଭିଡିଛନ୍ତି ଜିଲ୍ଲାପାଳ, ଏସପିଙ୍କ ସମେତ ପୂଜା କମିଟି । ଢେଙ୍କାନାଳ ସହରରେ ସମ୍ମୀଳିତ ପଦଯାତ୍ରାରେ ଯାଇ ବିଭିନ୍ନ ପୂଜା ମଣ୍ଡପ ଓ ଦୋକାନୀ ମାନଙ୍କୁ ସଚେତନତା କରାଯାଉଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.