Md Farook Murder Case: ଧରାପଡିଲା ଡି-ବ୍ରଦର୍ସ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ୱାସିମ୍‌

author img

By

Published : Nov 25, 2022, 9:15 AM IST

Updated : Nov 25, 2022, 9:20 AM IST

another accused arrested over 2014 yakub murder case in cuttack

ବହୁଚର୍ଚ୍ଚିତ ମହମ୍ମଦ ଫାରୁକ ୟାକୁବ ହତ୍ୟାକାଣ୍ଡ ମାମଲାରେ ଫେରାର ଥିବା ଅନ୍ୟତମ ଅଭିଯୁକ୍ତକୁ ଗିରଫ କଲା କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

କଟକ: ବହୁଚର୍ଚ୍ଚିତ ମହମ୍ମଦ ଫାରୁକ ୟାକୁବ ହତ୍ୟାକାଣ୍ଡ ମାମଲା । ଧରା ପଡ଼ିଲା ଅନ୍ୟତମ ଫେରାର ଅଭିଯୁକ୍ତ । 8 ବର୍ଷ ପରେ ଅଭିଯୁକ୍ତକୁ ଗିରଫ କଲା କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ ଓ୍ବାସିମ ଡି-ବ୍ରଦର୍ସ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ଥିଲା ।

2014 ମସିହା ନଭେମ୍ବର 12 ତାରିଖ ଅପରାହ୍ନ ପ୍ରାୟ 4ଟା ସମୟରେ କଟକ ମାଲଗୋଦାମ ଡାଲି ବ୍ୟବସାୟୀ ମହମ୍ମଦ ଫାରୁକ ୟାକୁବକୁ ହତ୍ୟା କରାଯାଇଥିଲା । ଡି-ବ୍ରଦର୍ସଙ୍କ ଇଙ୍ଗିତରେ ହୋଇଥିଲା ଏହି ହତ୍ୟାକାଣ୍ଡ । ତେବେ ଉକ୍ତ ମାମଲାରେ 13 ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, କଟକ

Last Updated :Nov 25, 2022, 9:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.