ମେଗା ଧାରାବାହିକ ‘ଭାବର ଧାର’ ରିଲିଜ

author img

By

Published : Sep 12, 2021, 9:38 PM IST

ମେଗା ଧାରାବାହିକ ‘ଭାବର ଧାର’ ରିଲିଜ

ବଲାଙ୍ଗୀରରେ ପ୍ରଥମ କରି ମେଗା ଧାରାବାହିକ ‘ଭାବର ଧାର’ ରିଲିଜ ହୋଇଛି। ଓଡ଼ିଶାର ନାମୀ କଳାକାର ମାନେ ଏଥିରେ ଅଭିନୟ କରିଥିବା ବେଳେ କଳା ସଂସ୍କୃତି ପର୍ବ ପର୍ବାଣୀକୁ ନେଇ ଏହି ଧାରାବାହିକ ପ୍ରସ୍ତୁତ ହୋଇଛି । ଯାହା ପ୍ରଥମ ପର୍ଯ୍ୟାୟରେ ଏକ ବର୍ଷ ପାଇଁ ପ୍ରସାରିତ ହେବ। ଅଧିକ ପଢନ୍ତୁ...

ବଲାଙ୍ଗୀର: ବଲାଙ୍ଗୀରରେ ପ୍ରଥମ କରି ଆଞ୍ଚଳିକ ଭାଷାରେ ତିଆରି ହୋଇଥିବା ‘ଭାବର ଧାର’ ମେଗା ୱେବ ଧାରାବାହିକ ରିଲିଜ ହୋଇଛି। ପଶ୍ଚିମ ଓଡିଶାର କଳା ସଂସ୍କୃତି ଓ ପର୍ବପର୍ବାଣୀକୁ ନେଇ ଏହି ମେଗା ଧାରାବାହିକ ତିଆରି ହୋଇଛି ।

ମେଗା ଧାରାବାହିକ ‘ଭାବର ଧାର’ ରିଲିଜ
ମେଗା ଧାରାବାହିକ ‘ଭାବର ଧାର’ ରିଲିଜ

ଯାହାକୁ ଉପାସନା ପୁରୋହିତ ଓ ନିହାରିକା ପୁରୋହିତ କରିଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଗୋପାଳ ପ୍ରଧାନ । ସେହିପରି ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶାଶ୍ୱତ ତ୍ରିପାଠୀ।

ମେଗା ଧାରାବାହିକ ‘ଭାବର ଧାର’ ରିଲିଜ

ଏଥିରେ ଓଡ଼ିଶାର ନାମୀ କଳାକାରମାନେ ଅଭିନୟ କରୁଥିବାବେଳେ ରତନ ମେହେର, ନାଟ୍ୟ ଭୂଷଣ ଜଗଦା ନନ୍ଦ ଛୁରୀଆ ପ୍ରମୁଖ ନଜର ଆସିବେ। ତେବେ ଏହି ଧାରାବାହିକ ପ୍ରଥମ ପର୍ଯ୍ୟାୟରେ ଏକ ବର୍ଷ ପାଇଁ ପ୍ରସାରିତ ହେବ ବୋଲି ନିର୍ମାତା କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.