MAMTA MURDER CASE: କଣ୍ଟାବାଞ୍ଜି ADJ କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ

author img

By

Published : Dec 2, 2021, 9:31 PM IST

MAMTA MURDER CASE :କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଜାମିନ ପାଇଁ ଆବେଦନ କଲା ଗୋବିନ୍ଦ

ବଲାଙ୍ଗୀର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଏହାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜାମିନ ପାଇଁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଆବେଦନ କରିଛନ୍ତି । ଅଧିକ ପଢନ୍ତୁ

ବଲାଙ୍ଗୀର: ବଲାଙ୍ଗୀର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଏହାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜାମିନ ପାଇଁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଆବେଦନ କରିଛନ୍ତି । କଳାହାଣ୍ଡି ମହାଲିଙ୍ଗ ସନ ସାଇନ ସ୍କୁଲର ପରିଚାଳକ ଗୋବିନ୍ଦ ସାହୁ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବରେ ଏବେ କଣ୍ଟାବାଞ୍ଜି ଜେଲରେ ବିଚାରଧୀନ କଏଦୀ ଭାବରେ ରହିଛନ୍ତି ।

MAMTA MURDER CASE :କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଜାମିନ ପାଇଁ ଆବେଦନ କଲା ଗୋବିନ୍ଦ

ମମିତା ହତ୍ୟାକାଣ୍ଡ ମାମଲା ଏବେବଙ୍ଗୋମୁଣ୍ଡା ଜେଏମଏ ସି କୋର୍ଟରେ ମାମଲା ବିଚାରଧୀନ ରହିଛି। ସେପଟେ ଗିରଫ ପରେ ତାର ଜାମିନ ବଙ୍ଗୋମୁଣ୍ଡା ଫାଷ୍ଟଟ୍ରାକ କୋର୍ଟ ଖାରଜ କରିଥିଲେ । ପରେ ଗୋବିନ୍ଦର ଜାମିନ ଆବେଦନ କଣ୍ଟାବାଞ୍ଜି ଏଡିଜେଙ୍କ କୋର୍ଟରେ କରାଯାଇଛି । ଏବଂ କୋର୍ଟ ପୋଲିସକୁ ଏହାର କେସ ଡାଏରୀ ତଲବ କରିବା ସହ ଆସନ୍ତା 6 ତାରିଖରେ ଜାମିନ ଶୁଣାଣି କରିବେ । ଏନେଇ ଗୋବିନ୍ଦଙ୍କ ଓକିଲ କହିଛନ୍ତି। ତେବେ ଜାମିନ ମିଳିବା ନେଇ ସେ ଆଶାବାଦୀ ଥିବାର ମଧ୍ୟ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.