ନାଳ ପାରି ହେବାବେଳେ ଭାସିଗଲେ ବ୍ୟକ୍ତି, ଖୋଜୁଛି ଅଗ୍ନିଶମ ବାହିନୀ

author img

By

Published : Sep 15, 2021, 6:05 PM IST

ନାଳ ପାର ବେଳେ ଭାସିଗଲେ ବ୍ୟକ୍ତି: ନିଖୋଜ ବ୍ୟକ୍ତିଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ

ନାଳ ପାରି ହେଉଥିବାବେଳେ ଭାସିଗଲେ ବ୍ୟକ୍ତି। ଆଜି ନାଳରେ ପଶି ଖୋଜୁଛି ଅଗ୍ନିଶମ ବାହିନୀ । ମିଳୁନି ପତ୍ତା । ଅଧିକ ପଢନ୍ତୁ...

ଅନୁଗୋଳ: ବର୍ଷା ପାଣିରେ ଭାସିଯାଇ ଅନୁଗୋଳ ଜିଲ୍ଲାରେ ଜଣେ ନିଖୋଜ ଥିବା ଜଣା ପଡ଼ିଛି। ଜିଲ୍ଲାର ବନ୍ତଳା ଥାନା ନନ୍ଦପୁର ଗାଁର ନରେଶ ଗୋଚ୍ଛାୟତ ଗତକାଲି(ମଙ୍ଗଳବାର) ବୋଉଳି ନାଳ ପୋଲରେ ଭାସି ଯାଇଥିବା ବେଳେ ନିଖୋଜ ରହିଛନ୍ତି । ଯାହାକୁ ଆଜି ଖୋଜିବା ଆରମ୍ଭ କରିଛି ଅନୁଗୋଳ ଅଗ୍ନିଶମ ବାହିନୀ ।

ନାଳ ପାର ବେଳେ ଭାସିଗଲେ ବ୍ୟକ୍ତି: ନିଖୋଜ ବ୍ୟକ୍ତିଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ

ଅଗ୍ନିଶମ ଯବାନ ମାନେ ପାଣି ଭିତରେ ପୁରା ନାଳଟା ସାରା ଖୋଜିବା ଆରମ୍ଭ କରିଛନ୍ତି। ଜିଲ୍ଲା ଅଗ୍ନିଶମ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ନରେଶକୁ ଖୋଜା ଚାଲିଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.