ଆଜି ପାରାଲିମ୍ପିଆନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

author img

By

Published : Sep 12, 2021, 10:12 AM IST

ଆଜି ପାରାଲିମ୍ପିଆନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ଆଜି ଟୋକିଓ ପାରାଲିମ୍ପିଆନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । ଟୋକିଓ ଯାତ୍ରାର ଭାବ ଆଦାନ ପ୍ରଦାନ କରିବେ ପାରାଅଲମ୍ପିକ ଖେଳାଳି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଆଜି ଟୋକିଓ ପାରାଲିମ୍ପିଆନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । ପାରାଅଲିମ୍ପିଆନର ସମସ୍ତ ମେଡାଲ ବିଜେତାଙ୍କ ସହ ପୂର୍ବାହ୍ନ 11 ରେ ମୋଦି ଭାବ ଆଦାନ ପ୍ରଦାନ କରିବେ ବୋଲି ଜଣାପଡିଛି ।

ତେବେ କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମଧ୍ୟ ଟୋକିଓ ଅଲିମ୍ପିଆନ ବିଜେତାଙ୍କ ସହ ଏକ ଆଲୋଚନା କରିଥିଲେ । ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଟୋକିଓ ଯାତ୍ରା ବିବରଣୀ ବାବଦରେ ସିଧା ସଳଖ ଆଲୋଚନା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.