ଭିନୁ ମଙ୍କଡ଼ ଟ୍ରଫି ପାଇଁ ଟିମ ଓଡିଶାର ଯାତ୍ରା

author img

By

Published : Sep 21, 2021, 8:12 PM IST

_Vinoo Mankad trophy 2021: Odisha U-19 boys and girls squad departs for tournament

ଭିନୁ ମଙ୍କଡ଼ ଟ୍ରଫି ଓ 19 ବର୍ଷରୁ କମ ମହିଳା ଏକ ଦିବସୀୟ ପାଇଁ ଉଭୟ 19 ବର୍ଷରୁ କମ ପୁରୁଷ ଓ ମହିଳା ଓଡିଶା ଗସ୍ତ ଆରମ୍ଭ କରିଛି ।

କଟକ: ଆସନ୍ତା 28ରୁ ମୋହାଲିରେ ଖେଳାଯିବାକୁ ଥିବା ଭିନୁ ମଙ୍କଡ଼ ଟ୍ରଫି ଓ 19 ବର୍ଷରୁ କମ ମହିଳା ଏକ ଦିବସୀୟ ପାଇଁ ଉଭୟ 19 ବର୍ଷରୁ କମ ପୁରୁଷ ଓ ମହିଳା ଟିମ ଓଡିଶା ଦଳର ଗସ୍ତ ଆରମ୍ଭ କରିଛି । 28 ତାରିଖରେ ଉତ୍ତର ପ୍ରଦେଶକୁ ଭେଟିବ ପୁରୁଷ ଟିମ ।

ସେହିପରି ସମାନ ତାରିଖରେ କର୍ଣ୍ଣାଟକକୁ ଭେଟିବ ଓଡିଶା ମହିଳା ଟିମ। ଉଭୟ ପୁରୁଷ ଓ ମହିଳା ଟିମ ପାଇଁ ଚୟନ ହୋଇଛନ୍ତି 22 ଜଣ ଖେଳାଳି ।

_Vinoo Mankad trophy 2021: Odisha U-19 boys and girls squad departs for tournament
ଓଡିଶା ମହିଳା କ୍ରିକେଟ ଟିମ

ପୁରୁଷ ଟିମର ଅଧିନୟକ ଭାର ସୂର୍ଯ୍ୟ ମହାପାତ୍ରଙ୍କ ଉପରେ ରହିଥିବାବେଳେ ମହିଳା ଟିମର ଅଧିନାୟକ ଭାର ସମ୍ଭାଳିବେ ଶୁଭ୍ରା ନିର୍ଝରିଣୀ ସ୍ବାଇଁ । ଏଇ ଦୁଇ ଟିମ ନିଶ୍ଚୟ ସଫଳତା ହାସଲ କରିବ ବୋଲି ଆଶା ରଖିଛି ଓଡିଶା କ୍ରିକେଟ ଆସୋସିଏସନ(OCA) ।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.