ରୋମାଞ୍ଚକ ସ୍ଥିତିରେ ଓଭାଲ ଟେଷ୍ଟ, ବିଜୟଠୁ ୮ ୱିକେଟ ଦୂରରେ ଭାରତ

author img

By

Published : Sep 6, 2021, 6:01 PM IST

4th test: England 132/2 at lunch on day five, India need 8 more wickets to win

୩୬୮ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ଲଞ୍ଚ୍‌ ବ୍ରେକ ସୁଦ୍ଧା ଦୁଇ ୱିକେଟ ହରାଇ ୧୩୧ ରନ ସଂଗ୍ରହ କରିନେଇଛି । ଅଧିକ ପଢନ୍ତୁ...

ଲଣ୍ଡନ: ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ରୋମାଞ୍ଚକର ମୋଡରେ ରହିଛି । ୩୬୮ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ଲଞ୍ଚ୍‌ ବ୍ରେକ ସୁଦ୍ଧା ଦୁଇ ୱିକେଟ ହରାଇ ୧୩୧ ରନ ସଂଗ୍ରହ କରିନେଇଛି । କ୍ୟାପଟେନ ଜୋ ରୁଟ୍‌ ୮ ଓ ହସିବ ହମିଦ ୬୨ ରନ୍‌ କରି ଅପରାଜିତ ରହିଛନ୍ତି । ଫଳରେ ଘରୋଇ ଦଳ ବିଜୟ ପାଇଁ ଅଧିକ ୨୩୭ରନ ଆବଶ୍ୟକ କରୁଛି । ଅନ୍ୟପଟେ ଭାରତ ବିଜୟ ଠାରୁ ୮ ୱିକେଟ ଦୂରରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.