BAN vs IND 1st ODI: ଟସ ଜିତିଲା ବାଂଲାଦେଶ, ବ୍ୟାଟିଂ କରିବ ଭାରତ

author img

By

Published : Dec 4, 2022, 11:23 AM IST

Updated : Dec 4, 2022, 11:53 AM IST

BAN vs IND 1st ODI

ଆଜି ଭାରତ ବାଂଲାଦେଶ ମଧ୍ୟରେ ପ୍ରଥମ ଦିନିକିଆ ସିରିଜ । ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ବାଂଲାଦେଶ । ଅଧିକ ପଢନ୍ତୁ

ମୀରପୁର: ଆଜି ଭାରତ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ବାଂଲାଦେଶ । ଫଳରେ ବ୍ୟାଟିଂ ପାଇଁ ପ୍ରଥମେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ ।

ଭାରତୀୟ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ (ଉପ ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ଶ୍ରେୟସ ଆୟର, ୱାସିଂଟନ ସୁନ୍ଦର, ଶାହବାଜ ଅହମ୍ମଦ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର,ମହମ୍ମଦ ସିରାଜ,କୁଲଦୀପ ସେନ ।

ବାଂଲାଦେଶ ଚୂଡାନ୍ତ ଏକାଦଶ: ଲିଟନ୍ ଦାସ (ଅଧିନାୟକ), ନଜମୁଲ ହୋସେନ୍‌ ସାଣ୍ଟୋ, ସାକିବ୍ ଅଲ୍ ହାସନ୍,ମୁସଫିକର ରହିମ୍, ମହମ୍ମଦୁଲ୍ଲା, ଅଫିଫ ‌ହୋସେନ୍‌, ମେହଦି ହାସନ୍ ମିରାଜ, ହାସନ୍ ମେହମୁଦ, ମୁସ୍ତାଫିଜୁର ରହମାନ।, ଏବାଦତ ହୋସେନ୍‌ ।

Last Updated :Dec 4, 2022, 11:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.