ହଟ୍ ଲୁକ୍ ସହ ଇଣ୍ଟରନେଟର ପାରା ବଢାଇଲେ ଏହି ବଲିଉଡ ହସ୍ତିନା
ଅଭିନେତ୍ରୀ ଶ୍ରୀୟା ସରଣ, ଜର୍ଜିଆ ଆଣ୍ଡ୍ରିଆନି, ଏବଂ ମାନୁଷୀ ଚିଲର ନିଜ ଇନଷ୍ଟାଗ୍ରାମର ଲାଟେଷ୍ଟ ଫଟୋ ସେୟାର କରିଛନ୍ତି। ହଟ୍ ଅନ୍ଦାଜରେ ଏହି ଅଭିନେତ୍ରୀମାନେ ପୋଜ ଦେଇଥିବା ବେଳେ ଫ୍ୟାନ୍ସ ସେମାନଙ୍କୁ ଲୁକ ଦେଖି ଦିୱାନା ହୋଇଛନ୍ତି। ନଜର ପକାନ୍ତୁ ଅଭିନେତ୍ରୀମାନଙ୍କ ଲାଟେଷ୍ଟ ଫଟୋ ଉପରେ,

1/ 10
ଅଭିନୟ ବ୍ୟତୀତ ଫ୍ୟାଶନ ପାଇଁ ଲାଇମଲାଇଟରେ ରହିଥାନ୍ତି ବଲିଉଡ ଅଭିନେତ୍ରୀମାନେ। ପାରମ୍ପରିକ ହେଉ ଅବା ୱେଷ୍ଟର୍ନ ସମସ୍ତେ ସବୁ ଲୁକରେ ଫ୍ୟାନ୍ସଙ୍କୁ ବେଶ ଆକୃଷ୍ଟ କରିଥାନ୍ତି। ବର୍ତ୍ତମାନ ଅଭିନେତ୍ରୀ ଶ୍ରୀୟା ସରଣ, ଜର୍ଜିଆ ଆଣ୍ଡ୍ରିଆନି ଏବଂ ମାନୁଷୀ ଚିଲର୍ ସେମାନଙ୍କ ଲାଟେଷ୍ଟ ଫଟୋ ସେୟାର କରିଛନ୍ତି । ଅଭିନେତ୍ରୀ ଶ୍ରୀୟା ସରନ ଏକ ଲାଲ ରଙ୍ଗର ଆଉଟଫିଟରେ ନଜର ଆସିଥିବା ବେଳେ ଜର୍ଜିଆ ଆଣ୍ଡ୍ରିଆନି ବ୍ଲାକ ଆଉଟଫିଟରେ ନଜର ଆସିଛନ୍ତି। ସେହିପରି ମାନୁଷୀ ଚିଲର ନିଜ ଆଗାମୀ ଫିଲ୍ମ ଦ ଗ୍ରେଟ ଇଣ୍ଡିଆନ ଫ୍ୟାମିଲିକୁ ନେଇ ଚର୍ଚ୍ଚାରେ ଥିବା ବେଳେ ବର୍ତ୍ତମାନ ଲଣ୍ଡନ ଫ୍ୟାଶନ ସପ୍ତାହ 2023 ରେ ଯୋଗ ଦେଇଛନ୍ତି। ଏହି ସମୟରେ ମାନୁଷୀଙ୍କୁ ଏକ ୟେଲୋ ଆଉଟଫିଟରେ ଦେଖିବାକୁ ମିଳିଛି। ତେବେ ଏହି ଫଟୋ ସେୟାର ହେବା ମାତ୍ରେ ଫ୍ୟାନ୍ସ ଲାଇକ କରିବା ସହ କମେଣ୍ଟ ବର୍ଷା କରିଛନ୍ତି। ପ୍ରତିକ୍ରିୟାରେ ଫ୍ୟାନ୍ସ ଲାଲ ହାର୍ଟ ଇମୋଜି ଏବଂ ଫାୟାର ଇମୋଜି ଦେଇଛନ୍ତି।
Loading...
Loading...
Loading...