ସାତଜନ୍ମର ସାଥି ହେଲେ ରଣଦୀପ-ଲିନ ଓ ମାଲଭିକା-ପରମବ୍ରତ, ଦେଖନ୍ତୁ ବିବାହ ଫଟୋ

author img

By ETV Bharat Odisha Desk

Published : Nov 30, 2023, 5:40 PM IST

Updated : Nov 30, 2023, 5:59 PM IST

Randeep Hooda Marriage With Lin Laishram And Actess Malvika Raaj Married To Pranav Bagga

ବଲିଉଡ ଅଭିନେତା ରଣଦୀପ ହୁଡା ତାଙ୍କ ଗାର୍ଲଫ୍ରେଣ୍ଡ ଲିନ ଲୈସରଙ୍କୁ ଇମ୍ଫାଲରେ ପଡିୱଲା ହାତଗଣ୍ଠି । ସେହିପରି କଭି ଖୁସି କଭି ଗମର ପୁ ନାଁରେ ଶିଶୁ କଳାକାର ଭାବେ ଅଭିନୟ କରିଥିବା ଅଭିନେତ୍ରୀ ମାଲଭିକା ରାଜ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସୋସିଆଲ ମିଡିଆରେ ଉଭୟ ତାରକାଙ୍କ ବିବାହ ଫଟୋ ଭାଇରାଲ ହେବାରେ ଲାଗିଛି । ନଜର ପକାନ୍ତୁ ସେଲିବ୍ରିଟିଙ୍କ ବିବାହ ଫଟୋ ଉପରେ,

Last Updated :Nov 30, 2023, 5:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.