ୟେଲୋ ଲେହେଙ୍ଗାରେ ଇଣ୍ଟରନେଟର ପାରା ବଢାଇଲେ ସାରା-କ୍ୟାଟ୍ରିନା

author img

By ETV Bharat Odisha Desk

Published : Nov 15, 2023, 1:22 PM IST

Updated : Dec 28, 2023, 11:54 AM IST

Katrina Kaif and Sara Ali Khan latest pictures

ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ସାରା ଅଲି ଖାନ ସେମାନଙ୍କର ଲାଟେଷ୍ଟ ଫଟୋ ସହ ଇଣ୍ଟରନେଟର ପାରା ବଢାଇଛନ୍ତି । ଉଭୟ ଅଭିନେତ୍ରୀ ୟେଲୋ ଆଉଟଫିଟ ସହ ପାରମ୍ପରିକ ଲୁକରେ ନଜର ଆସି ଫ୍ୟାନ୍ସଙ୍କ ମନ ଜିତିଛନ୍ତି । ଦେଖନ୍ତୁ, କ୍ୟାଟ୍ରିନା ଏବଂ ସାରାଙ୍କ ଲାଟେଷ୍ଟ ଫଟୋ...

Last Updated :Dec 28, 2023, 11:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.