ବ୍ଲାକ ସର୍ଟ୍ସରେ ନଜର ଆସିଲେ ମୌନି ରୟ, ଅନ୍ଦାଜ୍ ଦେଖି ଉଡିଯିବ ହୋସ୍
ଆଜିକାଲି ନିଜ ଫ୍ୟାଶନ ଇନ୍ସ ପାଇଁ ଲାଇମଲାଇଟ୍ରେ ରହିଛନ୍ତି ଅଭିନେତ୍ରୀ ମୌନି ରୟ । ସୋସିଆଲ ମିଡିଆରେ ଆକ୍ଟିଭ୍ ଥିବା ଅଭିନେତ୍ରୀ ନିଜ ଲୁକ୍ର ଜଲୱାରେ ଫ୍ୟାନ୍ସଙ୍କୁ ଦିୱାନା କରୁଛନ୍ତି । ବର୍ତ୍ତମାନ ମୌନି ନିଜ ଲାଟେଷ୍ଟ ଲୁକର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ବ୍ଲାକ୍ ସର୍ଟ୍ସରେ ନଜର ଆସିଛନ୍ତି । ଦେଖନ୍ତୁ ଅଭିନେତ୍ରୀଙ୍କ ଫଟୋ

1/ 10
ଫ୍ୟାଶନ ଇନ୍ସ ପାଇଁ ଲାଇମଲାଇଟ୍ରେ ରହି ଆସୁଥିବା ମୌନୀ ରୟ ମୁଁ ସୋସିଆଲ ମିଡିଆରେ ନିଜର ଜଲୱା ଦେଖାଇଛନ୍ତି । ସେ ଏକ ବ୍ଲାକ ସର୍ଟ୍ସ ଓ କ୍ରିମ୍ କଲର ଶାଢୀରେ ଫୋଟ ସୁଟ୍ କରିଛନ୍ତି । ଯାହାକୁ ଖୁବ ପସନ୍ଦ କରୁଛନ୍ତି ଫ୍ୟାନ୍ସ । ଏହିଭଳି ଭାବରେ ପୂର୍ବରୁ ମଧ୍ୟ ମୌନୀ ରୟ ଫଟୋ ସେୟାର କରି ଫ୍ୟାନ୍ସଙ୍କ ପ୍ରଶଂସା ପାଇଥିଲେ । ଟିଭି ସିରିଏଲ୍ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ମୌନୀ ରୟ । ବିଶେଷ କରି ନାଗିନ ଚରିତ୍ରରେ ଫ୍ୟାନ୍ସଙ୍କ ମନରେ ଘର କରି ରହିଥିଲେ। ଏହାପରେ ଅନେକ ବଲିଉଡ ଫିଲ୍ମରେ ନଜର ଆସି ସାରିଲେଣି ମୌନୀ। ବ୍ରହ୍ମାସ୍ତ୍ରରେ ଏକ ଖଳନାୟିକା ଚରିତ୍ରରେ ନଜର ଆସିଥିଲେ । ଅକ୍ଷୟ କୁମାରଙ୍କ ସହ ଗୋଲ୍ଡ ଚଳଚ୍ଚିତ୍ରରେ ନଜର ଆସିଥିଲେ ମୌନୀ । ତେବେ ଏହା ବକ୍ସ ଅଫିସରେ ବିଶେଷ ପ୍ରଭାବ ପକାଇବାରେ ବିଫଳ ରହିଥିଲା । ଏହାପରେ ମୌନୀଙ୍କ ପାଇଁ ଅନେକ ଫିଲ୍ମ ଲାଇନ୍ ଅପ୍ ହୋଇ ରହିଛି ।
Loading...
Loading...
Loading...