ଫ୍ୟାନ୍ସଙ୍କୁ ଦିୱାନା କଲା ଓଲିଉଡ ସୁନ୍ଦରୀ ଏଲିନା, ଅର୍ଚ୍ଚିତା ଏବଂ ଭୂମିକାଙ୍କ ଦେଶୀ ଲୁକ୍

author img

By ETV Bharat Odisha Desk

Published : Oct 22, 2023, 8:12 PM IST

Archita Sahu, Elina Samantray and Bhoomika Dash Latest Pictures

ନବରାତ୍ର ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଠୁ ସହର । ଏହି ଅବସରରେ ସମସ୍ତେ ମା'ଙ୍କ ପୂଜା ଧୁମଧାମରେ ପାଳନ କରୁଛନ୍ତି । ଏହି ସମୟରେ ଓଲିଉଡ ସେଲିବ୍ରିଟିଙ୍କ ମଧ୍ୟରେ ବି ନବରାତ୍ରର ଧୁମ୍ ଦେଖିବାକୁ ମିଳିଛି । ଏହି ଅବସରରେ ତାରକାମାନେ ପାରମ୍ପରିକ ଲୁକରେ ନଜର ଆସି ଫ୍ୟାନ୍ସଙ୍କୁ ଦିୱାନା କରିଛନ୍ତି । ନଜର ପକାନ୍ତୁ, ସେଲିବ୍ରିଟିଙ୍କ ଲାଟେଷ୍ଟ ଲୁକ୍ ଉପରେ.

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.