Koffee With Karanର ସିଜନ 7ର ପ୍ରଥମ ଝଲକ
Published on: Jul 3, 2022, 12:42 PM IST |
Updated on: Jul 3, 2022, 12:42 PM IST
Updated on: Jul 3, 2022, 12:42 PM IST

ଜୁଲାଇ 7ରୁ ଆରମ୍ଭ ହେବାକୁ ଯାଉଛି ଲୋକପ୍ରିୟ କାର୍ଯ୍ୟକ୍ରମ କଫି ୱିଥ୍ କରନ୍(Koffee with Karan)ର 7 ସିଜନ । ସିଜନର ପ୍ରଥମ ଏପିସୋଡରେ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର, ରଣଭୀର ସିଂ, ଆଲିଆ ଭଟ୍ଟ, ସାରା ଅଲି ଖାନ, ବିଜୟ ଦେବାର୍କୋଣ୍ଡା ଏବଂ ସାମନ୍ଥା ପ୍ରଭୁ ଅତିଥି ଭାବେ ଯୋଗ ଦେବେ ।
1/ 9

Loading...