ହଟ୍ ଲୁକ୍ ସହ ଇଣ୍ଟରନେଟର ପାରା ବଢାଇଲେ ଦିଶା, ମାଲଭିକା ଏବଂ ଇଶା ଗୁପ୍ତା

author img

By ETV Bharat Odisha Desk

Published : Oct 26, 2023, 8:01 AM IST

Disha Patani, Malavika Mohanan, and Esha Gupta latest pictures

ଅଭିନେତା ଦିଶା ପାଟାନୀ, ମାଲଭିକା ମୋହନ୍ ଏବଂ ଇଶା ଗୁପ୍ତା ନିଜର ଲାଟେଷ୍ଟ ଲୁକର ଫଟୋ ସହ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସମସ୍ତ ଅଭିନେତ୍ରୀ ହଟ୍ ଲୁକରେ ପୋଜ ଦେଇଥିବା ବେଳେ ସୋସିଆଲ ମିଡିଆରେ ଅଭିନେତ୍ରୀମାନଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ନଜର ପକାନ୍ତୁ, ଦିଶା, ମାଲଭିକା ଏବଂ ଇଶାଙ୍କ ଫଟୋ ଉପରେ..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.