Puri Heritage Corridor Project: ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଜୋରଦାର

author img

By

Published : Sep 21, 2022, 10:06 PM IST

ପ୍ରଶାସନ ପକ୍ଷରୁ ଉଛେଦ କାର୍ଯ୍ୟ ଯୋରଦାର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ନେଇ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଯୋରଦାର ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏନଏମଏ ପକ୍ଷରୁ ଏନଓସି ମିଳିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଜୋରଦାର କରାଯାଇଛି । ଅଧିକ ପଢନ୍ତୁ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ନେଇ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଜୋରଦାର ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏନଏମଏ ପକ୍ଷରୁ ଏନଓସି ମିଳିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଜୋରଦାର କରାଯାଇଛି ।

ଗଣ୍ଡୁଆ ଚଉରା ଛକରେ ଥିବା କପାଳ ଲୋଚନ ମନ୍ଦିରର କିଛି ଦୋକାନ ଗୃହ ଉଚ୍ଛେଦ କରାଯାଇଛି । ଉପ-ଜିଲ୍ଲାପାଳ ଭବ ତରଣ ସାହୁଙ୍କ ଉପସ୍ଥିତିରେ ଏହି ଉଛେଦ କରଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର 95 ପ୍ରତିଶତ ଜମି ଅଧିଗ୍ରହଣ ଶେଷ ହୋଇଛି । ଅବଶିଷ୍ଟ ଜମି ପର୍ଯ୍ୟାୟ କ୍ରମେ ଅଧିଗ୍ରହଣ ହେବ ।

ସେହିପରି ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ଲୋକନାଥ ରୋଡ ଓ ବାଲି ସାହୀ ରାସ୍ତାର ସମ୍ପ୍ରସାରଣ ପାଇଁ ଆଗାମୀ ଦିନରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.