ନଦୀରେ ବୁଡି 2 ନାବାଳକ ଭାଇ ମୃତ

author img

By

Published : Sep 17, 2021, 7:52 PM IST

ନଦୀରେ ବୁଡି 2 ନାବାଳକ ମୃତ

ପୁରୀ ଜିଲ୍ଲାର ଡେଲାଙ୍ଗ ଲୁଣା ନଦୀରେ ୨ ବାଳକ ବୁଡିଯିବା ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ପୁରୀ: ଜିଲ୍ଲାର ଡେଲାଙ୍ଗ ଲୁଣା ନଦୀରେ ଅଘଟଣ । ନଦୀରେ ବୁଡ଼ି ୨ ନାବାଳକ ଭାଇଙ୍କ ମୃତ୍ୟୁ ଘଟିଛି । ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଦୁଇ ନାବାଳକ ଭାଇ ବୁଡି ଯାଇ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଡେଲାଙ୍ଗ ବ୍ଲକ ଧାନକେରା ପଞ୍ଚାୟତ ମାଗଣ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଦୁଇ ନାବାଳକ ଭାଇ ବୁଡି ଯାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ଅନ୍ୟ ଜଣଙ୍କୁ ୩ ବର୍ଷ ହୋଇଥିବା ସୂଚନା ମିଳିଛି । ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.