Bharatpur Murder Case: ହତ୍ୟା ନୁହେଁ ଆତ୍ମହତ୍ୟା କରିଥିଲେ ସୁରେଖା

author img

By

Published : Jan 13, 2022, 10:18 AM IST

Updated : Jan 13, 2022, 1:29 PM IST

ଭରତପୁର‌ ସୁରେଖା ପଲେଇ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ ଗିରଫ

ଭରତପୁର‌ ସୁରେଖା ପଲେଇ ହତ୍ୟାକାଣ୍ଡ ଘଟଣା । ହତ୍ୟା ନୁହେଁ ଆତ୍ମହତ୍ୟା କରିଥିଲେ ସୁରେଖା । ଅଧିକ ପଢନ୍ତୁ

ଭୁବନେଶ୍ବର: ଭରତପୁର ତରିଣୀ ବସ୍ତି ସୁରେଖା ପଲେଇ ହତ୍ୟାକାଣ୍ଡ ଘଟଣା । ହତ୍ୟା ନୁହେଁ ଆତ୍ମହତ୍ୟା କରିଥିଲେ ସୁରେଖା । ପୁରୁଷ ବନ୍ଧୁ ବିବାହ ପାଇଁ ରାଜି ନ ହେବାରୁ ସୁରେଖା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପୁରୁଷ ବନ୍ଧୁ ବିଶ୍ୱଜିତ ଜେନା ଓରଫ ଛୋଟୁଙ୍କ ଘରେ ଆତ୍ମହତ୍ୟା କରିଥିଲେ ସୁରେଖା । ଯାହା ସୂଚନା ମିଳିଛି, ସେ ବିଶ୍ୱଜିତଙ୍କୁ ଏକତରଫା ଭଲ ପାଉଥିଲେ ଏବ ବିବାହ କରିବା ପାଇଁ ବାରମ୍ବାର କହୁଥିଲେ । କିନ୍ତୁ ବିଶ୍ୱଜିତ ବିବାହ ପାଇଁ ରାଜି ନ ହେବାରୁ ସୁରେଖା ୯ ତାରିଖ ସନ୍ଧ୍ୟାରେ ହାତ କାଟି ଫଟୋ ପଠେଇଥିଲେ । ପରେ ରାତିରେ ସେ ବୟଫ୍ରେଣ୍ଡ ଘରେ ସୁଇସାଇଡ୍ କରିଥିବା ଜଣାପଡିଛି ।

Bharatpur Murder Case: ହତ୍ୟା ନୁହେଁ ଆତ୍ମହତ୍ୟା କରିଥିଲେ ସୁରେଖା
Bharatpur Murder Case: ହତ୍ୟା ନୁହେଁ ଆତ୍ମହତ୍ୟା କରିଥିଲେ ସୁରେଖା
Bharatpur Murder Case: ହତ୍ୟା ନୁହେଁ ଆତ୍ମହତ୍ୟା କରିଥିଲେ ସୁରେଖା
Bharatpur Murder Case: ହତ୍ୟା ନୁହେଁ ଆତ୍ମହତ୍ୟା କରିଥିଲେ ସୁରେଖା
Bharatpur Murder Case: ହତ୍ୟା ନୁହେଁ ଆତ୍ମହତ୍ୟା କରିଥିଲେ ସୁରେଖା
Bharatpur Murder Case: ହତ୍ୟା ନୁହେଁ ଆତ୍ମହତ୍ୟା କରିଥିଲେ ସୁରେଖା

ଏହାମଧ୍ୟ ପଢନ୍ତୁ:ପୋଷ୍ଟମର୍ଟମ ରିପୋର୍ଟରୁ ହତ୍ୟାର ସୁରାକ: କ୍ରାଇମ ସ୍ପଟରେ ଫରେନସିକ ଟିମର ଖୋଳତାଡ

ହତ୍ୟା ନୁହେଁ ଆତ୍ମହତ୍ୟା କରିଥିଲେ ସୁରେଖା

ଉଲ୍ଲେଖଯୋଗ୍ୟ, ଆଜି(ଗୁରୁବାର) ପୋଲିସ ଘଟଣାର ମୁଖ୍ୟ ସନ୍ଦିଗ୍ଧ ବିଶ୍ବଜିତ ଜେନା ଓରଫ ଛୋଟୁଙ୍କୁ ଗିରଫ କରିଥିଲା । ଛୋଟୁ ସହ ଦୁଇ ସହଯୋଗୀଙ୍କୁ ବାନ୍ଧିଥିଲା ପୋଲିସ । ନୟାଗଡରୁ ଗିରଫ ପରେ ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବାର ଥିଲା । ସୁରେଖା ମୃତ୍ୟୁ ପରଠୁ ପୁରୁଷ ବନ୍ଧୁ ବିଶ୍ବଜିତ୍ ଫେରାର୍ ହୋଇଯାଇଥିଲେ । ଯାହାକୁ ନେଇ ସେ ସନ୍ଦେହ ଘେରକୁ ଆସିଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated :Jan 13, 2022, 1:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.