ଇଟିଭି ଭାରତର ପ୍ରଭାବ; ଇଞ୍ଜିନିୟରିଂ ଛାତ୍ରଙ୍କ ନୂଆ ଟେକ୍ନୋଲୋଜିକୁ ଆପଣେଇଲା ବିଏମସି

author img

By

Published : Dec 12, 2019, 12:29 AM IST

kiosko machine in bhubneswar

କିଛି ଉଦ୍ୟମୀ ଓ କୁଶଳୀ ଇଞ୍ଜିନିୟରିଂ ଛାତ୍ର ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ରାଜଧାନୀବାସୀଙ୍କୁ ଏକ ଉପହାର ଦେଇଛନ୍ତି । ଯାହା ଏକାଧିକ ସୁବିଧା ଯୋଗାଇବା ସହ ଦେବ ସମସ୍ତ ସୂଚନା । ନେସ୍କାଇଟ୍‌ ଷ୍ଟାର୍ଟ-ଅପ୍ କମ୍ପାନୀ ବିକଶିତ କରିବା ସହିତ ଏହାର ନାମ ରହିଛି 'ହାଏ ସିଷ୍ଟମ' (ହ୍ୟୁମାନ ଇଣ୍ଟରଆକ୍ଟିଭ ଇଣ୍ଟରଫେୟାର ସିଷ୍ଟମ) । ପଢନ୍ତୁ ରିପୋର୍ଟ..

ଭୁବନେଶ୍ବର: ସ୍ମାର୍ଟ ସିଟିରେ ସ୍ମାର୍ଟ ମେସିନ । ଏକାଧିକ ସୁବିଧା ଯୋଗାଇବା ସହ ଦେବ ସମସ୍ତ ସୂଚନା । ନେସ୍କାଇଟ୍‌ ଷ୍ଟାର୍ଟ-ଅପ୍ କମ୍ପାନୀ ବିକଶିତ କରିବା ସହିତ ଏହାର ନାମ ରହିଛି 'ହାଏ ସିଷ୍ଟମ' (ହ୍ୟୁମାନ ଇଣ୍ଟରଆକ୍ଟିଭ ଇଣ୍ଟରଫେୟାର ସିଷ୍ଟମ) । ଏଭଳି ସୁବିଧା ଯୋଗାଇ ଦେଇଛନ୍ତି କିଛି ଉଦ୍ୟମୀ ଓ କୁଶଳୀ ଇଞ୍ଜିନିୟରିଂ ଛାତ୍ର । ଏହା ସରଳ ଓ ସମ୍ପୂର୍ଣ୍ଣ ନିଃଶୁଳ୍କ । ଏଥିରେ ମୋବାଇଲ ଚାର୍ଜ, ଫ୍ରି ୱାଇ-ଫାଇ, ଫୋନ କଲ, ମନୋରଞ୍ଜନ ଭିତ୍ତିକ ଗେମ, ଗୁଗଲ ମ୍ୟାପ, ମୋ ବସର ସୁବିଧା, କ୍ରିକେଟ ସ୍କୋର ବୋର୍ଡ ଭଳି ସମସ୍ତ ସୂଚନା ଓ ସୁବିଧାର ଲାଭ ଉଠାଇପାରିବେ ରାଜଧାନୀବାସୀ ।

ଇଟିଭି ଭାରତର ପ୍ରଭାବ; ଇଞ୍ଜିନିୟରିଂ ଛାତ୍ରଙ୍କ ନୂଆ ଟେକ୍ନୋଲୋଜିକୁ ଆପଣେଇଲା ବିଏମସି

ପ୍ରଥମେ ପଟିଆ ଓ ଏବେ ପାଲହାଇଟସ ନିକଟରେ ଏହି ମେସିନ ଲଗାଯାଇଛି । 'ହାଏ ସିଷ୍ଟମ'ର ସମସ୍ତ ଆପ ଅତି ସହଜରେ ବ୍ୟବହାରଯୋଗ୍ୟ । ସମସ୍ତ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ରାଜଧାନୀବାସୀଙ୍କୁ ଏକ ଉପହାର ଦେଉଛନ୍ତି 5 ଜଣ ଇଂଜିନିୟରିଂ ଛାତ୍ର । ଆଗକୁ ସାରା ଓଡ଼ିଶାର ରେଳଷ୍ଟେସନ, ବସଷ୍ଟାଣ୍ଡ, ହସ୍ପିଟାଲ ଭଳି ପବ୍ଲିକ ଜାଗାରେ ଏହି ସିଷ୍ଟମ ଲଗାଯିବା ନେଇ ଲକ୍ଷ୍ୟ ରଖାଯାଇଛି ।

ତେବେ ଇଟିଭି ଭାରତ ଜୁନ 2019ରେ ଏହାର ଉଦଭାବନାକୁ ସଭିଙ୍କ ସମ୍ନାକୁ ଆଣିଥିଲା । ଆଉ ଏବେ ବିଏମସି ସହାୟତାର ହାତ ବଢ଼ାଇଛି । ତେବେ ରାଜଧାନୀବାସଙ୍କୁ କେତେ ସୁବିଧା ଯୋଗାଇବ ଏହି ସିଷ୍ଟମ ତାହା ଦେଖିବାକୁ ବାକି ରହିଲା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଭିଓ 1
ଇ ଟିଭି ଭାରତ ର ପ୍ରଭାବ, ଇଂଜିନିୟରିଂ ଛାତ୍ର ଙ୍କ ନୂଆ ଟେକ୍ନୋଲୋଜି କୁ ଆପଣେଇଲା ଭୁବନେଶ୍ୱର ମହାନଗର ନିଗମ ବଢାଇଲା ସହାୟତା ର ହାତ।
ଏ ହେଉଛି ସ୍ମାର୍ଟସିଟିରେ ସ୍ମାର୍ଟ କିଓସ୍କ ଦେବ ସ୍ମାର୍ଟ ସୁବିଧା । ଲୋକମାନେ ଗୋଟିଏ ମେସିନରେ ବିଭିନ୍ନ ସେବାର ସୁବିଧା ଉପଭୋଗ କରିପାରିବେ । ଯେତିକି ସରଳ ସେତିକି ଆରାମଦାୟକ ଓ ସମ୍ପୂର୍ଣ୍ଣ ନିଃଶୁଳ୍କ । ଏଥିରେ ମୋବାଇଲ ଚାର୍ଜ, ଫ୍ରି ୱାଇ ଫାଇ, ଫୋନ କଲ, ମନୋରଞ୍ଜନ ଭିତ୍ତିକ ଗେମ, ଗୁଗୁଲ ମ୍ୟାପ, ମୋ ବସ୍‌ର ସୁବିଧା, କ୍ରିକେଟ ସ୍କୋର ବୋର୍ଡ ଭଳି ସମସ୍ତ ସୂଚନା ଓ ସୁବିଧାର ଲାଭ ଉଠାଇପାରିବେ । ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ଏଭଳି ସୁବିଧା ଯୋଗାଇଦେଇଥିଲେ କିଛି ଉଦ୍ୟମୀ ଓ କୁଶଳୀ ଇଂଜିନିୟରିଂ ଛାତ୍ର । ପୁର୍ବ ରୁ ନିଜସ୍ଵ ଖର୍ଚ୍ଚ ରେ ଏହି ମେସିନ କୁ ପଟିଆ ରେ ଲଗାଇ ଥିବା ପରେ ଏବେ ବିଏମସି ପାଲ ହାଇଟ ପାଖରେ ଲଗାଇଛି।

ଭିଓ 2
ଏହା ଛାତ୍ରମାନେ ନେସ୍କାଇଟ୍‌ ଷ୍ଟାର୍ଟ-ଅପ୍ ବିକଶିତ କରିଛନ୍ତି, ଯାହାର ନାମ ହାଏ ସିଷ୍ଟମ' (ହ୍ୟୁମାନ ଇଣ୍ଟରଆକ୍ଟିଭ ଇଣ୍ଟରଫେୟାର ସିଷ୍ଟମ) ରଖାଯାଇଛି ।
ଏହି ମେସିନ୍‌ରେ ସମସ୍ତ ଆପ୍‌ ଅତି ସହଜରେ ବ୍ୟବହାରଯୋଗ୍ୟ । ମୋବାଇଲ୍‌ ଅପରେଟ୍‌ ପରି ଏହାକୁ ଯେ କେହି ବି ସଞ୍ଚାଳିତ କରିପାରିବେ । ବିଦ୍ୟୁତ ନଥିବା ସମୟରେ ଚାର୍ଜ ପାଇଁ ହଇରାଣ ହେବେ ନାହିଁ, ମୋବାଇଲ ନଥିଲେ କଲ୍‌ କରିବାକୁ ଅସୁବିଧାରେ ବି ପଡିବେ ନାହିଁ । ସମସ୍ତ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ସ୍ମାର୍ଟ ସିଟିବାସୀଙ୍କୁ ଏକ ମାଗଣା ଉପହାର ଦେଉଛନ୍ତି ପାଞ୍ଚ ଜଣ ଇଂଜିନିୟରିଂ ଛାତ୍ର । ମୋବାଇଲ କଲିଂଠାରୁ ଆରମ୍ଭ କରି ଗେମ୍‌ ଖେଳିବା ସବୁ କିଛି ମାଗଣାରେ ଉପଭୋଗ କରିପାରିବେ ।
ଇ ଟିଭି ଭାରତ ରେ ଜୁନ 2019 ରେ ଏହି ପିଲାଙ୍କ ନୂଆ ଉଦ୍ଭାବନ କୁ ସଭିଙ୍କ ସମ୍ନା କୁ ଆଣି ଥିଲା ଆଉ ଏବେ ବି ଏମ ସି ସହାୟତା ର ହାତ ବଢ଼ାଇଛି।

ବାଇଟ ଦେବ ରଂଜନ ମିଶ୍ର
ବାଇଟ ଦିବ୍ୟ ସିଦ୍ଧାନ୍ତ
ବାଇଟ ଶୁଭଶ୍ରୀ ଦାସ, ସମାଜ ସେବୀ

ଫାଇନାଲ ଭିଓ
ଏବେ ରାଜଧାନୀରେ ଦୁଇଟି ସ୍ଥାନରେ ଏହି ସିଷ୍ଟମ୍‌ କାର୍ଯ୍ୟକ୍ଷମ ରହିଛି । ଆଗକୁ ସାରା ଓଡ଼ିଶା ରେଳଷ୍ଟେସନ, ବସଷ୍ଟାଣ୍ଡ, ହସ୍ପିଟାଲ ଭଳି ପବ୍ଲିକ ଜାଗାରେ ଏହି ସିଷ୍ଟମ ଲଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ଏହି ପାଞ୍ଚ ଛାତ୍ର ।Body:ଭିଓ 1
ଇ ଟିଭି ଭାରତ ର ପ୍ରଭାବ, ଇଂଜିନିୟରିଂ ଛାତ୍ର ଙ୍କ ନୂଆ ଟେକ୍ନୋଲୋଜି କୁ ଆପଣେଇଲା ଭୁବନେଶ୍ୱର ମହାନଗର ନିଗମ ବଢାଇଲା ସହାୟତା ର ହାତ।
ଏ ହେଉଛି ସ୍ମାର୍ଟସିଟିରେ ସ୍ମାର୍ଟ କିଓସ୍କ ଦେବ ସ୍ମାର୍ଟ ସୁବିଧା । ଲୋକମାନେ ଗୋଟିଏ ମେସିନରେ ବିଭିନ୍ନ ସେବାର ସୁବିଧା ଉପଭୋଗ କରିପାରିବେ । ଯେତିକି ସରଳ ସେତିକି ଆରାମଦାୟକ ଓ ସମ୍ପୂର୍ଣ୍ଣ ନିଃଶୁଳ୍କ । ଏଥିରେ ମୋବାଇଲ ଚାର୍ଜ, ଫ୍ରି ୱାଇ ଫାଇ, ଫୋନ କଲ, ମନୋରଞ୍ଜନ ଭିତ୍ତିକ ଗେମ, ଗୁଗୁଲ ମ୍ୟାପ, ମୋ ବସ୍‌ର ସୁବିଧା, କ୍ରିକେଟ ସ୍କୋର ବୋର୍ଡ ଭଳି ସମସ୍ତ ସୂଚନା ଓ ସୁବିଧାର ଲାଭ ଉଠାଇପାରିବେ । ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ଏଭଳି ସୁବିଧା ଯୋଗାଇଦେଇଥିଲେ କିଛି ଉଦ୍ୟମୀ ଓ କୁଶଳୀ ଇଂଜିନିୟରିଂ ଛାତ୍ର । ପୁର୍ବ ରୁ ନିଜସ୍ଵ ଖର୍ଚ୍ଚ ରେ ଏହି ମେସିନ କୁ ପଟିଆ ରେ ଲଗାଇ ଥିବା ପରେ ଏବେ ବିଏମସି ପାଲ ହାଇଟ ପାଖରେ ଲଗାଇଛି।

ଭିଓ 2
ଏହା ଛାତ୍ରମାନେ ନେସ୍କାଇଟ୍‌ ଷ୍ଟାର୍ଟ-ଅପ୍ ବିକଶିତ କରିଛନ୍ତି, ଯାହାର ନାମ ହାଏ ସିଷ୍ଟମ' (ହ୍ୟୁମାନ ଇଣ୍ଟରଆକ୍ଟିଭ ଇଣ୍ଟରଫେୟାର ସିଷ୍ଟମ) ରଖାଯାଇଛି ।
ଏହି ମେସିନ୍‌ରେ ସମସ୍ତ ଆପ୍‌ ଅତି ସହଜରେ ବ୍ୟବହାରଯୋଗ୍ୟ । ମୋବାଇଲ୍‌ ଅପରେଟ୍‌ ପରି ଏହାକୁ ଯେ କେହି ବି ସଞ୍ଚାଳିତ କରିପାରିବେ । ବିଦ୍ୟୁତ ନଥିବା ସମୟରେ ଚାର୍ଜ ପାଇଁ ହଇରାଣ ହେବେ ନାହିଁ, ମୋବାଇଲ ନଥିଲେ କଲ୍‌ କରିବାକୁ ଅସୁବିଧାରେ ବି ପଡିବେ ନାହିଁ । ସମସ୍ତ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ସ୍ମାର୍ଟ ସିଟିବାସୀଙ୍କୁ ଏକ ମାଗଣା ଉପହାର ଦେଉଛନ୍ତି ପାଞ୍ଚ ଜଣ ଇଂଜିନିୟରିଂ ଛାତ୍ର । ମୋବାଇଲ କଲିଂଠାରୁ ଆରମ୍ଭ କରି ଗେମ୍‌ ଖେଳିବା ସବୁ କିଛି ମାଗଣାରେ ଉପଭୋଗ କରିପାରିବେ ।
ଇ ଟିଭି ଭାରତ ରେ ଜୁନ 2019 ରେ ଏହି ପିଲାଙ୍କ ନୂଆ ଉଦ୍ଭାବନ କୁ ସଭିଙ୍କ ସମ୍ନା କୁ ଆଣି ଥିଲା ଆଉ ଏବେ ବି ଏମ ସି ସହାୟତା ର ହାତ ବଢ଼ାଇଛି।

ବାଇଟ ଦେବ ରଂଜନ ମିଶ୍ର
ବାଇଟ ଦିବ୍ୟ ସିଦ୍ଧାନ୍ତ
ବାଇଟ ଶୁଭଶ୍ରୀ ଦାସ, ସମାଜ ସେବୀ

ଫାଇନାଲ ଭିଓ
ଏବେ ରାଜଧାନୀରେ ଦୁଇଟି ସ୍ଥାନରେ ଏହି ସିଷ୍ଟମ୍‌ କାର୍ଯ୍ୟକ୍ଷମ ରହିଛି । ଆଗକୁ ସାରା ଓଡ଼ିଶା ରେଳଷ୍ଟେସନ, ବସଷ୍ଟାଣ୍ଡ, ହସ୍ପିଟାଲ ଭଳି ପବ୍ଲିକ ଜାଗାରେ ଏହି ସିଷ୍ଟମ ଲଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ଏହି ପାଞ୍ଚ ଛାତ୍ର ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.