ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି: ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲ୍ଲା ଦାୟିତ୍ବ

author img

By

Published : Sep 23, 2022, 11:23 AM IST

Updated : Sep 23, 2022, 11:37 AM IST

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହାକୁ ମଳିଲା କେଉଁ ଦାୟିତ୍ବ

ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ,୩୦ଟି ଜିଲ୍ଲାର ଜିଲ୍ଲା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଜିଲ୍ଲା ଯୋଜନା ବୋର୍ଡର ପୁନର୍ଗଠନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ(Chairman of District Planning Committee )ଙ୍କ ନାମ ଘୋଷଣା ସହ ନିଯୁକ୍ତି ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୩୦ଟି ଜିଲ୍ଲାର ଜିଲ୍ଲା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି ।

ନଜର ପକାନ୍ତୁ କାହାକୁ କେଉଁ ଜିଲ୍ଲା ଦାୟିତ୍ବ ଦିଆଯାଇଛି:-

ଅନୁଗୋଳ ମନ୍ତ୍ରୀ ଅଶୋକ ପଣ୍ଡା
ବଲାଙ୍ଗୀରମନ୍ତ୍ରୀ ରୋହିତ ପୂଜାରୀ
ବାଲେଶ୍ଵରବିଧାୟକ ଅନନ୍ତ ଦାସ
ଭଦ୍ରକବିଧାୟକ ବ୍ୟୋମକେଶ ରାୟ
ବରଗଡ଼ବିଧାୟକ ଦେବେଶ ଆଚାର୍ଯ୍ୟ
ବୌଦ୍ଧବିଧାୟକ ମହେନ୍ଦ୍ର ରଣା
କଟକପ୍ରମୋଦ କୁମାର ମଲ୍ଲିକ
ଦେଓଗଡ଼ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ
ଢେଙ୍କାନାଳମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ
ଗଜପତିମନ୍ତ୍ରୀ ଜଗନ୍ନାଥ ସାରକା
ଗଞ୍ଜାମମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ
ଜଗତସିଂହପୁରମନ୍ତ୍ରୀ ପ୍ରମିଳା ମଲ୍ଲିକ
ଯାଜପୁରମନ୍ତ୍ରୀ ସମୀର ଦାସ
ଝାରସୁଗୁଡାମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ
କଳାହାଣ୍ଡିମନ୍ତ୍ରୀ ନବ କିଶୋର ଦାସ
କନ୍ଧମାଳମନ୍ତ୍ରୀ ଶ୍ରୀକାନ୍ତ ସାହୁ
କେନ୍ଦ୍ରାପଡାମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
କେନ୍ଦୁଝରବିଧାୟକ ଜଗନ୍ନାଥ ନାୟକ
ଖୋର୍ଦ୍ଧାବିଧାୟକ ରାଜେନ୍ଦ୍ର ସାହୁ
କୋରାପୁଟବିଧାୟକ ରଘୁରାମ ପଡ଼ାଲ
ମାଲକାନଗିରିମନ୍ତ୍ରୀ ତୁଷାର କାନ୍ତି ବେହେରା
ମୟୂରଭଞ୍ଜମନ୍ତ୍ରୀ ଅଶ୍ୱିନୀ ପାତ୍ର
ନବରଙ୍ଗପୁରବିଧାୟକ ମନୋହର ରନ୍ଧାରୀ
ନୟାଗଡ଼ବିଧାୟକ ସତ୍ୟ ନାରାୟଣ ପ୍ରଧାନ
ନୂଆପଡାମନ୍ତ୍ରୀ ଟୁକୁନି ସାହୁ
ପୁରୀମନ୍ତ୍ରୀ ନିରଞ୍ଜନ ପୂଜାରୀ
ରାୟଗଡାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
ସମ୍ବଲପୁରମନ୍ତ୍ରୀ ପ୍ରତାପ କେଶରୀ ଦେବ
ସୁବର୍ଣ୍ଣପୁରମନ୍ତ୍ରୀ ପ୍ରଦୀପ କୁମାର ଅମାତ
ସୁନ୍ଦରଗଡ଼ବିଧାୟକ ସାରଦା ନାୟକ
Last Updated :Sep 23, 2022, 11:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.