TOP NEWS AT 5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 5, 2022, 4:59 PM IST

TOP NEWS AT 5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ 5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

୧. Nobel Prize In Chemistry 2022: ରସାୟନ ବିଜ୍ଞାନରେ 3 ଜଣଙ୍କୁ ମିଳିବ ନୋବେଲ

ଚଳିତ ବର୍ଷର ନୋବେଲ୍ ବିଜେତା ରସାୟନ ବିଜ୍ଞାନୀ (Nobel Prize In Chemistry 2022)ଙ୍କ ନାମ ଘୋଷଣା

୨. ସମଗ୍ର ଦେଶ ପାଇଁ ଜନସଂଖ୍ୟା ନୀତି ଏକାନ୍ତ ଜରୁରୀ: ଭାଗବତ

ଦେଶରେ ବ୍ୟାପକ ବିଚାର ବିମର୍ଶ ପରେ ଜନସଂଖ୍ୟା ନୀତି ଆସିବା ନିହାତି ଜରୁରୀ ବୋଲି କହିଲେ ସଂଘ ପ୍ରମୁଖ ମୋହନ ଭାଗବତ (RSS Chief on Religion Based Population for all)

୩. ଜାତୀୟ ଦଳ ଘୋଷଣା କଲେ KCR, ଫୋକସରେ 2024 ସାଧାରଣ ନିର୍ବାଚନ

ଜାତୀୟ ଦଳ ଘୋଷଣା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର (K Chandrasekhar Rao launches national party)। ତେଲେଙ୍ଗାନା ରାଷ୍ଟ୍ର ସମିତି ହେଲା ଭାରତ ରାଷ୍ଟ୍ର ସମିତି

୪. Dussehra 2022: ବିଭିନ୍ନ ପୂଜା ମଣ୍ଡପରେ ଜଗତଜନନୀଙ୍କୁ ଦର୍ଶନ କଲେ ରାଜ୍ୟପାଳ

ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ଭୁଲି ମା’ଙ୍କ ଦର୍ଶନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ମା’ଙ୍କ ଆଶୀର୍ବାଦ ନେବା ସହ ନିଜର ଭକ୍ତି ପୁଷ୍ପ ଅର୍ପଣ କରିଛନ୍ତି ରାଜ୍ୟପାଳ

୫. ବିଜୟା ଦଶମୀ, ଜାଣନ୍ତୁ ଦହି ପଖାଳ ପ୍ରସାଦ ବିଷୟରେ

ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଦିନ । ଶେଷ ଦିନରେ ବି ସହରର ସମସ୍ତ ପୂଜା ମଣ୍ଡପରେ ମାଙ୍କ ଦର୍ଶନ ପାଇଁ ଭକ୍ତ ଭିଡ ଲାଗିଛି

୬. ବିଜୟା ଦଶମୀ, ଭିଏସଏସ ନଗର ପୂଜା ମଣ୍ଡପରେ ମହାମାୟୀଙ୍କ ପାଖରେ ଲାଗିହୁଏ ଦହି ପଖାଳ

ଭିଏସଏସ ନଗର ପୂଜା ମଣ୍ଡପରେ କମିଶନରେଟ ପୋଲିସ କାର୍ଯ୍ୟାଳୟର ଅବିକଳ ତୋରଣ କରାଯାଇଥିବା ବେଳେ ଜଗତଜନନୀଙ୍କ ପାଖରେ ଦହି ପଖାଳ ଭୋଗ ଲାଗି କରାଯାଇଥାଏ

୭. ବର୍ଷାରେ ଭିଜି ବିଦାୟ ନେଲେ ମା' ଖିଲାମୁଣ୍ଡା, ବାଦ୍ୟରେ ଦୁଲୁକିଲା ଦାଣ୍ଡ

ନୟାଗଡର ଅଧିଷ୍ଠାତ୍ରୀ ଦେବୀ ମା' ଖିଲାମୁଣ୍ଡା ବିଦାୟ ନେଇଛନ୍ତି । ବର୍ଷାରେ ଭିଜି ମା'ଙ୍କୁ ବିଦାୟ ଦେଇଛନ୍ତି ନୟାଗଡ ଜିଲ୍ଲା ରଣପୁରବାସୀ । 16 ଦିନର ଯାତ୍ରା ସାରି ବିଦାୟ ନେଲେ ମା’ ଖିଲାମୁଣ୍ଡା

୮. ଯାତ୍ରା ଦେଖି ଘରକୁ ଫେରୁଥିଲେ ବାପ ଓ ଝିଅ, ସଡକ ଦୁର୍ଘଟଣାରେ ଚାଲିଗଲା ଜୀବନ

ଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ଚାଲିଗଲା ଜୀବନ । ସଡ଼କ ଦୁର୍ଘଟଣାରେ ଆଖିବୁଜିଲେ ବାପ ଝିଅ

୯. Ravan Dahan: ରାବଣ ପୋଡିରେ ସାମିଲ ହେବେ ରାଷ୍ଟ୍ରପତି ମୁର୍ମୁ, କେଜ୍ରିୱାଲ ଏବଂ ପ୍ରଭାସ

ରାଜଧାନୀ ଦିଲ୍ଲୀର ପ୍ରସିଦ୍ଧ ଲବକୁଶ ରାମଲୀଲାରେ ବୁଧବାର ଦିନ ରାବଣ ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବରେ ଯୋଗଦେବେ

୧୦. ଟ୍ରାଡିସନାଲ ଡ୍ରେସ ପିନ୍ଧି ମାଆଙ୍କ ଦରବାରରେ ପହଞ୍ଚିଲେ ହିନା ଖାନ, ଦେଖନ୍ତୁ ଫଟୋ

ଆଜି ମହାମାୟୀଙ୍କ ବିଜୟା ଦଶମୀ । ଟିଭି ଅଭିନେତ୍ରୀ ହିନା ଖାନ ଆଶୀର୍ବାଦ ପାଇବା ପାଇଁ ମାତା ରାଣୀଙ୍କ ଦରବାରରେ ପହଞ୍ଚିଛନ୍ତି । ହିନା ମାତା ରାଣୀଙ୍କ ଦରବାରରେ ପହଞ୍ଚି ତାଙ୍କ ସହ ଫଟୋ ଉଠାଇଛନ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.