TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 5, 2022, 3:01 PM IST

TOP NEWS@3PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

୧. ବିଜୟା ଦଶମୀ: ସିନ୍ଦୁର ଖେଳରେ ମସଗୁଲ ସମ୍ବଲପୁରର ବଙ୍ଗୀୟ ମହିଳା

ଆଜି ପବିତ୍ର ବିଜୟା ଦଶମୀ । ସମ୍ବଲପୁରର ବଡ଼ବଜାର ବଙ୍ଗାଳୀପଡା ପୂଜା ମଣ୍ଡପରେ ସିନ୍ଦୁର ଖେଳରେ ମସଗୁଲ ହେଲେ ବଙ୍ଗୀୟ ମହିଳା ।

୨. ବିଜୟା ଦଶମୀରେ ଚଳଚଞ୍ଚଳ ଶ୍ରୀମନ୍ଦିର, ରାଜରାଜେଶ୍ବର ବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ

ଆଜି ପବିତ୍ର ବିଜୟା ଦଶମୀ । ଏନେଇ ଚଳଚଞ୍ଚଳ ହୋଇଛି ଶ୍ରୀମନ୍ଦିର ।

୩. ଅରୁଣାଚଳ ପ୍ରଦେଶରେ ଚିତା ହେଲିକପ୍ଟର କ୍ରାସ, ଜଣେ ପାଇଲଟ ମୃତ

ଅରୁଣାଚଳ ପ୍ରଦେଶରେ ସ୍ଥଳସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ (Cheetah helicopter crashed in Arunachal Pradesh )। ଜଣେ ପାଇଲଟଙ୍କ ମୃତ୍ୟୁ ସୂଚନା ।

୪. ଉତ୍ତରାଖଣ୍ଡ ହିମସ୍ଖଳନରେ ଏଭରେଷ୍ଟ ବିଜୟିନୀ ସବିତା କନସ୍ବାଲଙ୍କ ମୃତ୍ୟୁ

ଉତ୍ତରାଖଣ୍ଡ ହିମସ୍ଖଳନରେ ଏଭରେଷ୍ଟ ବିଜୟିନୀ ସବିତା କନସ୍ବାଲଙ୍କ ଦେହାନ୍ତ ।

୫. ବଢିବ ନୌସେନା ବଳ, ଆସୁଛି ପ୍ରଥମ ମଣିଷ ବୁହା ଡ୍ରୋନ ବରୁଣ

ମଣିଷ ବୋହିବ ଡ୍ରୋନ ବରୁଣ । ଦେଶର ପ୍ରଥମ ମଣିଷ ବୁହା ଡ୍ରୋନ ତଆରି କରିଛନ୍ତି ପ୍ରତିରକ୍ଷା ଇଞ୍ଜିନିୟର ସାଗର ।

୬. 1990 ପରେ ଜନ୍ମ ହୋଇଥିବା ବ୍ୟକ୍ତି 50 ବର୍ଷ ପୂର୍ବରୁ କ୍ୟାନ୍ସରରେ ପୀଡିତ ହେବା ଆଶଙ୍କା ଅଧିକ

ନୂତନ ଅଧ୍ୟୟନ ଅନୁଯାୟୀ, 1990 ପରେ ଜନ୍ମ ହୋଇଥିବା ଲୋକମାନେ ଅନ୍ୟ ପିଢି ଅପେକ୍ଷା 50 ବର୍ଷ ବୟସ ପୂର୍ବରୁ କ୍ୟାନ୍ସରରେ ପୀଡିତ ହେବାର ଆଶଙ୍କା ଅଧିକ(preventable cancer) ।

୭. ମେହବୁବା ମୁଫତି ଗୃହବନ୍ଦୀ ! ନିଜେ କଲେ ଟ୍ବିଟ

ମେହବୁବା ମୁଫତି ଗୃହବନ୍ଦୀ ଖବରକୁ ନେଇ ସ୍ପଷ୍ଟୀକରଣ ରଖିଲା କାଶ୍ମୀର ପୋଲିସ । କହିଲା ସେମିତି କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନି । ପୋଲିସ ଓ ପ୍ରଶାସନକୁ ଦାୟୀ କରି ପୁଣି ସମାନ ଅଭିଯୋଗ ଆଣିଲେ ମୁଫତି (Mehbooba says under house arrest )।

୮. Weather Update: ଆଜିଠୁ ରାଜ୍ୟରେ କମିବ ବର୍ଷା

ଦୁର୍ବଳ ହେଲା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଲଘୁଚାପ । ଆଜିଠୁ ରାଜ୍ୟରେ କମିବ ବର୍ଷା ।

୯. ଚୂଡାନ୍ତ ହେଲା KCRଙ୍କ ଜାତୀୟ ଦଳ: TRS ହେବ BRS, ଆଜି ଅପରାହ୍ନରେ ଆନୁଷ୍ଠାନିକ ଘୋଷଣା

ଜାତୀୟ ରାଜନୀତିକୁ ପ୍ରବେଶ କଲେ କେସିଆର (KCR has finalized name of his new party)। TRS ହେଲା BRS ।

୧୦. Film English Vinglish: ନିଲାମ ହେବ ଶ୍ରୀଦେବୀଙ୍କ ଶାଢୀ

ଆଜି (5 ଅକ୍ଟୋବର) ହେଉଛି ଇଂଲିଶ୍‌ ଭିଙ୍ଗଲିସ୍‌ର ଦଶମ ବାର୍ଷିକୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.