News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
Published on: Jun 24, 2022, 7:06 AM IST |
Updated on: Jun 24, 2022, 8:02 AM IST
Updated on: Jun 24, 2022, 8:02 AM IST

News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
Published on: Jun 24, 2022, 7:06 AM IST |
Updated on: Jun 24, 2022, 8:02 AM IST
Updated on: Jun 24, 2022, 8:02 AM IST
ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ୍, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର
News Today: ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
- ରାଷ୍ଟ୍ରପତି ନିର୍ବାଚନ: ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ ।
- ଆଜିଠୁ ବାୟୁସେନାରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ।
- ଆଜି ଖଳିଲାଗି ଏକାଦଶୀ । ଶ୍ରୀଜୀଉ ପିନ୍ଧିବେ ରକ୍ତବସ୍ତ୍ର ।
- ଆଜିଠୁ ଦୁଇ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ।
- ଗୁଜୁରାଟରେ ଓଡିଶା କ୍ରୀଡାମନ୍ତ୍ରୀ । ଆଜି ରାଷ୍ଟ୍ରୀୟ କର୍ମଶାଳାରେ ଯୋଗ ଦେବେ ।
- ଆଜିଠୁ ରାଜସ୍ଥାନରେ ଖୋଲିବ ସ୍କୁଲ ।
- ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ତିରୋଧାନ ଦିବସ ।
- ଆଜି ରିଲିଜ ହେବ ବଲିଉଡ ଫିଲ୍ମ ଜୁଗ ଜୁଗ ଜିଓ ।

Loading...