TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
Published: Sep 20, 2022, 9:06 AM
Follow Us 

TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
Published: Sep 20, 2022, 9:06 AM
Follow Us 

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ
1. ଆଜି BJP ମେୟରଙ୍କ ବୈଠକକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
2. ଅକ୍ଟୋବର 11ରେ ମହାକାଳେଶ୍ବର ମନ୍ଦିର ପ୍ରକଳ୍ପର ଉଦ୍ଘାଟନ କରିବେ ମୋଦି
3. ଝାରସୁଗୁଡ଼ା ବାଇପାସ୍ ରାସ୍ତା ପାଇଁ 587 କୋଟି ମଞ୍ଜୁର
4. ଅଧିକ ବିପର୍ଯ୍ୟୟ ସହନଶୀଳ ହେବ ଉପକୂଳବର୍ତ୍ତୀ ଅଞ୍ଚଳ
5. ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ, ପୂଜା ଓ ଭସାଣିରେ ଅଶ୍ଳୀଳ ନାଚଗୀତ ବାରଣ
6. ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ
7. ଚାଷଜମିରେ କାମ କରିବା ସମୟରେ ବଜ୍ରାଘାତ, ୪ ମହିଳା ଚାଷୀ ଗୁରୁତର
8. ବାପା ମାଆଙ୍କୁ ପୋଡି ମାରିବାକୁ ଉଦ୍ୟମ, ପୁଅ ଗିରଫ
9. ଅଯୋଧ୍ୟାରେ ତିଆରି ହେବ ଷ୍ଟାଚ୍ୟୁ ଅଫ୍ ୟୁନିଟି ଠାରୁ ଅଧିକ ଉଚ୍ଚ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି
10. ଇମ୍ରାନ ହାସମୀଙ୍କୁ ପଥର ମାଡ ଘଟଣା, ଜଣେ ଅଭିଯୁକ୍ତ ଗିରଫ

Loading...