ଟେଷ୍ଟ ଅଫ୍ ଶିମିଳିପାଳ; ଲୋକଙ୍କୁ ଦେଉଛି ସ୍ୱାଦିଷ୍ଟ ଦେଶୀ ଖାଦ୍ୟ - TASTE OF SIMILIPAL

🎬 Watch Now: Feature Video

thumbnail
ଟେଷ୍ଟ ଅଫ୍ ଶିମିଳିପାଳ (ETV Bharat Odisha)

By ETV Bharat Odisha Team

Published : December 15, 2025 at 8:33 PM IST

1 Min Read
Choose ETV Bharat

ଭୁବନେଶ୍ୱର: ରାଜଧାନୀ ପ୍ରଦର୍ଶନୀ ପଡିଆରେ ଚାଲିଛି 18 ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା 2025 । ଗତ 10 ତାରିଖରୁ ଏହା ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଅର୍ଥାତ୍ 16 ତାରିଖରେ ଉଦଯାପିତ ହେବ । ଏହି ମେଳାରେ ଭଳିକି ଭଳି ଆୟୁର୍ବେଦ ଔଷଧ ଏକାଧିକ ଷ୍ଟଲରେ ପ୍ରଦର୍ଶିତ ହେଉଛି । ଲୋକମାନେ ଆଜିବି ବିଭିନ୍ନ ରୋଗର ଚିକିତ୍ସା ପାଇଁ ଜଟିବୁଟିକୁ କିଣି ନେଉଛନ୍ତି । 

ତେବେ ଚେରମୂଳି ଔଷଧ ମେଳାରେ ଜମିଛି ଶିମିଳିପାଳର ଦେଶୀ ଖାଦ୍ୟ । ବାରିପଦାର ମୁଢି ସାଙ୍ଗକୁ ମଟନ । ଏଭଳି ଅନେକ ପ୍ରକାରର ଆଇଟମ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଦେଶୀ ଖାଦ୍ୟ ଖାଇବା ପାଇଁ ଆଗ୍ରହ୍ୟ ଦେଖାଯାଉଛି । ଦେଶୀ ଖାଦ୍ୟ ସାଙ୍ଗକୁ ପିଠା ମଧ୍ୟ ରହିଛି । ଯାହା ସମସ୍ତ ଖାଦ୍ୟର ଦାମ ମଧ୍ୟ କମ ରହିଛି । ଏହି ଟେଷ୍ଟ ଅଫ୍ ଶିମିଳିପାଳ ହର୍ବଲ ମେଳାରେ ମୁଖ୍ୟ ଆକର୍ଷଣ ପାଲଟିଛି । 

ବ୍ରଏଲର ଚିକେନ୍ ମୁଢି ମାସ ଦାମ 130 ଟଙ୍କା ରହିଥିବା ବେଳେ ଦେଶୀ ଚିକେନ୍ ଏବଂ ମଟନ୍ ପ୍ଲେଟର ଦାମ ରହିଛି 230 ଟଙ୍କା । ଏହା ସହିତ ଚିକେନ ପିଠା ଏବଂ ଅନ୍ୟାନ୍ୟ ଆଇଟମ୍ ରହିଛି । 

ଏହା ବି ଦେଖନ୍ତୁ-   କୋଣାର୍କ ମହୋତ୍ସବ: ଓଡ଼ିଶୀ ନୃତ୍ୟ ଦେଖି ଅଭିଭୂତ ହେଲେ ରାଜ୍ୟପାଳ - 36TH KONARK MAHOTSAV

ABOUT THE AUTHOR

...view details