ମଧ୍ୟପ୍ରାଚ୍ୟ ଯୁଦ୍ଧ ସଙ୍କଟ: ଲୋକସଭାରେ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ, LIVE - IRAN WAR

🎬 Watch Now: Feature Video

thumbnail
ଲୋକସଭାରେ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ (ANI)

By ETV Bharat Odisha Team

Published : March 23, 2026 at 2:01 PM IST

1 Min Read
Choose ETV Bharat

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ରହିଛି ଘମାସାନ ଯୁଦ୍ଧ । ଇରାନ-ଇସ୍ରାଏଲ-ଆମେରିକା ଯୁଦ୍ଧରେ ସାରା ବିଶ୍ବ ପ୍ରଭାବିତ ହୋଇଛି । ବିଶ୍ବରେ ଏବେ ଶକ୍ତି ସଙ୍କଟ ଦେଖାଦେଇଛି । ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଲୋକସଭାରେ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯୁଦ୍ଧ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଗୁରୁତ୍ବପୂର୍ଣ୍ଣ ଅଟେ ।

ତେବେ ବର୍ତ୍ତମାନ ବିଶ୍ବର ସ୍ଥିତି, ଭାରତର ଆଭିମୁଖ୍ୟ ସମ୍ପର୍କରେ ସଂସଦରେ କହୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ପୂର୍ବରୁ ଭାରତ ସଙ୍କେତ ଦେଇଥିଲା କି ଭାରତ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ସତର୍କ ରହିଛି । ଗତକାଲି(ରବିବାର) ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀଙ୍କ ସହ ଏହି ପ୍ରସଙ୍ଗରେ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଭାରତରେ ଶକ୍ତି ସଙ୍କଟ ଦେଖାଦେଇଛି । ହୋର୍ମୁଜ ପ୍ରଣାଳୀ ବନ୍ଦ ରହିବା କାରଣରୁ ତୈଳ ଓ ଗ୍ୟାସ ପରିବହନ ବାଧାପ୍ରାପ୍ତ ହୋଇଛି । ଏଥିପାଇଁ ସାରା ଦେଶରେ ଏଲପିଜି ଗ୍ୟାସ ସଙ୍କଟ ଦେଖା ଦେଇଛି । ତେବେ ଲୋକସଭାରୁ ଦେଖନ୍ତୁ ସିଧାପ୍ରସାରଣ... 

ABOUT THE AUTHOR

...view details