Odisha Budget: ବିଧାନସଭାରେ ବଜେଟ ଉପସ୍ଥାପନ, ଦେଖନ୍ତୁ LIVE - ODISHA ASSEMBLY BUDGET SESSION

🎬 Watch Now: Feature Video

thumbnail
ଓଡ଼ିଶା ବଜେଟ (ETV Bharat Odisha)

By ETV Bharat Odisha Team

Published : February 20, 2026 at 4:23 PM IST

|

Updated : February 20, 2026 at 6:19 PM IST

1 Min Read
Choose ETV Bharat

ଭୁବନେଶ୍ବର: ବିଧାନସଭାରେ ଆଗତ ହେଲା ଆଗାମୀ 2026-27 ଆର୍ଥିକ ବର୍ଷ ପାଇଁ ବଜେଟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲଗାତର ତୃତୀୟ ଥର ପାଇଁ ଗୃହରେ ବଜେଟ ଆଗତ କରିଛନ୍ତି । ଚଳିତ ବର୍ଷ ମୋହନ ସରକାରଙ୍କ ବଜେଟ ଆକାର ବୃଦ୍ଧି ନେଇ ଆକଳନ କରାଯାଉଛି । ଚଳିତ ବଜେଟରେ ନିଯୁକ୍ତି ସୃଷ୍ଟି ଏବଂ ଦୀର୍ଘକାଳୀନ ଆର୍ଥିକ ଅଭିବୃଦ୍ଧି ଉପରେ ଫୋକସ ରହିବ ବୋଲି ଆଶା ରହିଛି । ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡ଼ିକ ଉପରେ ମଧ୍ୟ ନଜର ରହିଛି । ସେ ଗୁଡ଼ିକ ହେଲା କୃଷି, ଶିଳ୍ପ, ଗ୍ରାମାଞ୍ଚଳ ବିକାଶ, ପର୍ଯ୍ୟଟନ, ପ୍ରଯୁକ୍ତିବିଦ୍ୟା ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ରକୁ ଗୁରୁତ୍ୱ ଦିଆଯିବ ବୋଲି ଆକଳନ କରାଯାଉଛି । ସେପଟେ ଗତକାଲି ବିଧାନସଭାରେ ଆଗତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ମୁଣ୍ଡ ପିଛା ଆୟ ଜାତୀୟ ହାର ଠାରୁ ଅଧିକ ରହିଥିବା ପ୍ରକାଶ ପାଇଛି । 

ସୌଜନ୍ୟ: ଦୂରଦର୍ଶନ 

Last Updated : February 20, 2026 at 6:19 PM IST

ABOUT THE AUTHOR

...view details