ନବବର୍ଷକୁ ସ୍ବାଗତ, ବାଲୁକାକଳାରେ ବିଶ୍ବଶାନ୍ତି ବାର୍ତ୍ତା - SAND ART NEW YEAR 2026

🎬 Watch Now: Feature Video

thumbnail
ବାଲୁକାକଳାରେ 2026 ମସିହାକୁ ସ୍ବାଗତ, ଦେଲେ ବିଶ୍ବଶାନ୍ତିର ବାର୍ତ୍ତା (ETV Bharat Odisha)

By ETV Bharat Odisha Team

Published : January 1, 2026 at 8:55 AM IST

1 Min Read
Choose ETV Bharat

New Year Sand Art, ପୁରୀ: ବିଦାୟ ନେଇଛି 2025 ଏବଂ ଧରାପୃଷ୍ଠରେ 2026 ମସିହାକୁ ସ୍ବାଗତ ପାଇଁ ସଭିଏଁ ଉତ୍ସାହିତ । ପୁରୀ ବେଳାଭୂମିରେ ନିଜ ବାଲୁକାକଳାରେ ନବବର୍ଷକୁ ସ୍ବାଗତ ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଏହି ବାଲୁକା କଳା 2026 ମସିହାରେ ବିଶ୍ବକୁ ଶାନ୍ତି ପଥ ଆପଣାଇବା ପାଇଁ ବାର୍ତ୍ତା ଦେଇଛି । ଏହି ବାଲୁକା କଳା ନିର୍ମାଣ ପାଇଁ ତାଙ୍କୁ 7 ଘଣ୍ଟା ସମୟ ଲାଗିଥିବା ବାଲୁକାଶିଳ୍ପୀ ମାନସ କୁମାର ସାହୁ ପ୍ରକାଶ କରିଛନ୍ତି ।

2026 ମସିହାକୁ ନିଜ ବାଲୁକା କଳାରେ ସ୍ବାଗତ ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ବାଲୁକାଶିଳ୍ପୀ ଏକ ୧୫ ଫୁଟ ଓସାର ବିଶିଷ୍ଟ ବାଲୁକା କଳା ନିର୍ମାଣ କରିଥିଲେ । ଇଂରାଜୀ ନବବର୍ଷ 2026କୁ ସ୍ବଗତ ଜଣାଇ ଏହି ବାଲୁକା କଳାକୃତି ନିର୍ମାଣ କରିଛନ୍ତି । ସାରା ବିଶ୍ବରେ ଶାନ୍ତିର ପ୍ରତିଷ୍ଠା ହେଉ ଓ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି ସେ କାମନା କରିଛନ୍ତି । ଏହି ବାଲୁକା କଳାରେ 7ଟନର ବାଲୁକା ବ୍ୟବହାର କରାଯାଇଥିବା କୁହାଯାଇଛି । ଏହି କଳାକୃତି ନିର୍ମାଣ କରିବାକୁ ମାନସ କୁମାର ସାହୁଙ୍କୁ 7ଘଣ୍ଟାର ସମୟ ଲାଗିଥିଲା ।

ଏହା ମଧ୍ୟ ଦେଖନ୍ତୁ: ନୂଆବର୍ଷ କାଉଣ୍ଟଡାଉନ: କେକ୍‌-ମିଠା ଦୋକାନରେ ପ୍ରବଳ ଭିଡ଼, ବ୍ରହ୍ମପୁରରେ ଜମିବ ଜିରୋ ନାଇଟ ସେଲିବ୍ରେସନ

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details