ନୂତନବର୍ଷ 2026; ମା' ବିରଜାଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ, ସୁଖ ଏବଂ ସମୃଦ୍ଧି ପାଇଁ ଆଶୀର୍ବାଦ ଲୋଡିଲେ - JAJPUR MAA BIRAJA TEMPLE
🎬 Watch Now: Feature Video

Published : January 1, 2026 at 3:45 PM IST
ଯାଜପୁର: ପାଦ ଥାପି ସାରିଛି ଇଂରାଜୀ ନବ ବର୍ଷ ୨୦୨୬ । ଏଥିପାଇଁ ବର୍ଷର ପ୍ରଥମ ଦିନ ଶ୍ରଦ୍ଧାଳୁ ମାନେ ସମସ୍ତ ଦେବା ଦେବୀ ପୀଠରେ ଭଗବାନଙ୍କୁ ଦର୍ଶନ କରି ସେମାନଙ୍କ ଦିନ ଆରମ୍ଭ କରିବାକୁ ପହଞ୍ଚିଛନ୍ତି । ଆଜି ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ଶ୍ରଦ୍ଧାଳୁମାନେ ସକାଳୁମାଙ୍କୁ ଦର୍ଶନ ପାଇଁ ଆସିଥିଲେ । ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଶ୍ରଦ୍ଧାଳୁ ମା'ଙ୍କ ବିରଜାଙ୍କୁ ଦର୍ଶନ କରିବାକୁ ଆସିଛନ୍ତି । ଯଦିଓ ସକାଳୁ ଘନ କୁହୁଡି ଥିଲା ବେଳ ଗଡିବା ପରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ସମସ୍ତେ ଆଜି ମାଙ୍କୁ ଦର୍ଶନ କରି ସେମାନଙ୍କ ବର୍ଷ ସାରା ଭଲରେ କାଟିବା ପାଇଁ କାମନା କରିଥିଲେ ।
ନୂତନ ବର୍ଷ ଅବସରରେ, ବହୁ ସଂଖ୍ୟକ ଭକ୍ତ ମା’ ବିରଜା ମନ୍ଦିରକୁ ପ୍ରାର୍ଥନା ଏବଂ ଦିବ୍ୟ ଆଶୀର୍ବାଦ ପାଇବା ପାଇଁ ଆସିଥିଲେ । ଭୋରରୁ, ଭକ୍ତମାନେ ଦର୍ଶନ ପାଇଁ ଏକତ୍ରିତ ହୋଇଥିଲେ, ନୂତନ ବର୍ଷରେ ଶାନ୍ତି, ସମୃଦ୍ଧି ଏବଂ ମଙ୍ଗଳ ପାଇଁ ପ୍ରାର୍ଥନା କରିଛନ୍ତି କହିଲେ ସେବାୟତ ଧନୁଞ୍ଜୟ ପାଣି ।
ଇଟିଭି ଭାରତ, ଯାଜପୁର