T20 ବିଶ୍ଵକପ ଫାଇନାଲ: କିଏ ରଚିବ ଇତିହାସ, କଣ କହୁଛନ୍ତି କଟକ ଫ୍ୟାନ୍ସ ? - T20 WORLD CUP FINALMATCH
🎬 Watch Now: Feature Video

Published : March 8, 2026 at 10:22 AM IST
କଟକ: ଆଜି T20 ବିଶ୍ଵକପର ଫାଇନାଲ ମ୍ୟାଚ । ଅହମ୍ମଦବାଦ ଷ୍ଟାଡିଅମରେ ମୁହାଁ-ମୁହିଁ ହେବେ ଭାରତ ଏବଂ ନ୍ୟୁଜଲାଣ୍ଡ ଦଳ । ଫଳାଫଳ କଣ ହେବ? କିଏ ହାତେଇବ ଟ୍ରଫି? କିଏ ଆଜି ଭଲ ପ୍ରଦର୍ଶନ କରିବ! ଟସ ଆଜି କେତେ ଗୁରୁତ୍ୱପୂର୍ଣ ରହିବ! ଟସ ଜିତିଲେ ଭାରତ ପ୍ରଥମ ବ୍ୟାଟିଂ କରିବ ନାଁ ବୋଲିଂ କରିବ! କ୍ରମାଗତ ଦ୍ୱିତୀୟଥର ପାଇଁ ବିଶ୍ଵକପ ହାତେଇବ କି ଭାରତ! ଅଭିଷେକ ଶର୍ମାଙ୍କ ଫର୍ମ ଭାରତ ପାଇଁ ସମସ୍ୟା କରିବ କି! ସଞ୍ଜୁଙ୍କ ବ୍ୟାଟରୁ ଆଜି ରନ ବର୍ଷା ହେବ! ବୁମରାଙ୍କ ବୋଲିଂ ଆଟକରେ ଚିତ୍ପଟାଙ୍ଗ ହେବ କି କିୱି ଦଳ! ବୋଲିଂରେ ଆଜି ଲୟକୁ ଫେରିବେ କି ବରୁଣ! ଭାରତ ପ୍ରଥମ ବ୍ୟାଟିଂ କଲେ କେତେ ସ୍କୋର କରିବ! ହାର୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଆଜି କେମିତି ରହିବ! ଆଜି କମାଲ କରିବେ କି ଅକ୍ଷର ପଟେଲ! ଆଲେନ, ସେଫାର୍ଟ, ସାଣ୍ଟନର, ରଚିନ ରବିନ୍ଦ୍ରଙ୍କ ଭଳି ଖେଳାଳିଙ୍କୁ କେମିତି ସାମ୍ନା କରିବେ ଭାରତୀୟ ବୋଲର! ଏନେଇ କଣ କହୁଛନ୍ତି ଭରତୀୟ ଫ୍ୟାନ୍ସ.... ସନ ସାଇନ ପଡିଆରୁ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ।
ଏହା ମଧ୍ୟ ପଢନ୍ତୁ: T20 WORLD CUP 2026 FINAL: ତୃତୀୟ T20 ବିଶ୍ୱକପ୍ ଟାଇଟଲଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଟିମ୍ ଇଣ୍ଡିଆ IND vs NZ Final: ଫାଇନାଲ ପୂର୍ବରୁ ଗାଭାସ୍କରଙ୍କ ବଡ଼ ଭବିଷ୍ୟବାଣୀ; ଏହି ଖେଳାଳିଙ୍କୁ କହିଲେ-'ଜିନିୟସ' |
ଇଟିଭି ଭାରତ, କଟକ