WATCH Live: ମଧ୍ୟପ୍ରାଚ୍ଯ ସଙ୍କଟ ଉପରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀ - MIDDLE EAST CONFLICT
🎬 Watch Now: Feature Video

Published : March 14, 2026 at 4:01 PM IST
|Updated : March 14, 2026 at 5:00 PM IST
ମଧ୍ୟପ୍ରାଚ୍ୟରେ ଜାରି ଥିବା ସଙ୍କଟମୟ ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ଦିଲ୍ଲୀର ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ଆନ୍ତଃମନ୍ତ୍ରଣାଳୟସ୍ତରୀୟ ଚତୁର୍ଥ ପ୍ରେସ୍ ବ୍ରିଫିଂ । ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଉଛନ୍ତି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ବୈଦେଶିକ ବ୍ୟାପାର, ସୂଚନା ଓ ପ୍ରସାରଣ ସହିତ ଜାହାଜ ଚଳାଚଳ ମନ୍ତ୍ରଣାଳୟର ଅଧିକାରୀମାନେ ସରକାରଙ୍କ ପ୍ରତିକ୍ରିୟା ଓ ପଦକ୍ଷେପ ବିଷୟରେ ବିସ୍ତୃତ ଅପଡେଟ୍ ଦେଉଛନ୍ତି । ଯେଉଁଥିରେ ସାମୁଦ୍ରିକ ସୁରକ୍ଷା, ଜାହାଜ ପରିଚାଳନା ଏବଂ ଶକ୍ତି ଯୋଗାଣ କ୍ଷେତ୍ରରେ ଭାରତୀୟ ନାଗରିକଙ୍କ କଲ୍ୟାଣ, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ, ସାଧାରଣ ଯୋଗାଯୋଗ ଏବଂ ତଦାରଖ ସମ୍ପର୍କରେ ଆଲୋଚନା କରାଯାଉଛି । ଉଲ୍ଲେଖଯୋଗ୍ୟ; ଏହି ପ୍ରସଙ୍ଗରେ ମାର୍ଚ୍ଚ ୧୧, ୧୨ ଓ ୧୩ ତାରିଖରେ ମଧ୍ୟ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଆଜି ଚତୁର୍ଥ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି ।