ETV Bharat / technology

ଲଞ୍ଚ ହେଲା ସାମସଙ୍ଗ ଗାଲାକ୍ସି S26 ସିରିଜ । ଜାଣନ୍ତୁ କଣ ରହିଛି ମୂଲ୍ୟ ?

ଜାଣନ୍ତୁ ଭାରତୀୟ ମୂଲ୍ୟ ଅନୂସାରେ ୟୁଏସ୍, ୟୁକେ, ୟୁଏଇ ଏବଂ ଅନ୍ୟ ଦେଶ ଗୁଡ଼ିକରେ କଣ ରହିଛି ମୂଲ୍ୟ ।

ସାମସଙ୍ଗ S26 ଅଲଟ୍ରା
Samsung S26 Ultra (Image Credit : Samsung)
author img

By ETV Bharat Odisha Team

Published : February 26, 2026 at 8:48 PM IST

2 Min Read
Choose ETV Bharat

ହାଇଦ୍ରାବାଦ: ବହୁ ସମୟର ଅନ୍ତ ଘଟାଇ ଶେଷରେ ସାମସଙ୍ଗ ଲଞ୍ଚ କରିଛି ବହୁ ପ୍ରତିକ୍ଷୀତ S26ର ଫ୍ଲାଗସିପ୍ ସିରିଜ । ଭାରତ ତଥା ବିଶ୍ୱ ବଜାରରେ ଲଞ୍ଚ କରିଛି S26 ସିରିଜ । ଏହି ସିରିଜ ମଧ୍ୟରେ ଥିବା ଫୋନ ଗୁଡିକ ହେଲା ଗାଲାକ୍ସି S26, ଗାଲାକ୍ସି S26 ପ୍ଲସ୍ ଏବଂ ଗାଲାକ୍ସି S26 ଅଲଟ୍ରା । ଯେହେତୁ କମ୍ପାନୀ ବିଶ୍ୱ ସ୍ତରରେ Galaxy S26 ସିରିଜ୍ ଲଞ୍ଚ କରିଛି, ତେଣୁ ଭାରତୀୟ ସଂସ୍କରଣ ଏବଂ ଏହାର ବିଶ୍ୱସ୍ତରୀୟ ପ୍ରତିପକ୍ଷଙ୍କ ମଧ୍ୟରେ ମୂଲ୍ୟର ପାର୍ଥକ୍ୟ ବିଷୟରେ, ଜଣେ କୌତୁହଳପ୍ରଦ ଭାବେ ଜାଣିବାକୁ ଇଛା କରେ । ତେଣୁ ଆସନ୍ତୁ ନଜର ପକାଇବା ବିଶ୍ୱ ସ୍ତରରେ କେଉଁଠି କେତେ ମୂଲ୍ୟ ରହିଛି ।

ସାମସଙ୍ଗ ଗାଲାକ୍ସି S26 ସିରିଜ: ଭାରତରେ କଣ ରହିଛି ମୂଲ୍ୟ ?

ସାମସଙ୍ଗର ସବୁଠୁ ଟପ୍ ସରିଜି ସାମସଙ୍ଗ S26 ଅଲଟ୍ରାର 12GB ରାମ୍ + 256GB ଷ୍ଟୋରେଜ ପାଇଁ ପ୍ରାରମ୍ଭିକ ମୂଲ୍ୟ 1.40 ଲକ୍ଷ ଟଙ୍କା ରହିଛି । ସେହିପରି 12GB ରାମ୍ + 512GB ଷ୍ଟୋରେଜ ପାଇଁ 1.60 ଲକ୍ଷ ଏବଂ 16GB ରାମ୍ + 1TB ଷ୍ଟୋରେଜ ପାଇଁ 1.90 ଲକ୍ଷ ଟଙ୍କା ରହିଛି । ଅନ୍ୟପକ୍ଷରେ ସାମସଙ୍ଗ ଗାଲାକ୍ସି S26ର ପ୍ରାରମ୍ଭିକ ମୂଲ୍ୟ 87,999 ଟଙ୍କାରୁ(12GB ରାମ୍ + 256GB ଷ୍ଟୋରେଜ) ଆରମ୍ଭ ହୋଇ 1.08 ଲକ୍ଷ ଟଙ୍କା (12GB ରାମ୍ + 512GB ଷ୍ଟୋରେଜ) ପର୍ଯ୍ୟନ୍ତ ଯାଇଛି । ଏହା ସହିତ ସାମସଙ୍ଗ ଗାଲାକ୍ସି S26 ପ୍ଲସ 1.20 ଲକ୍ଷ (12GB ରାମ୍ + 256GB ଷ୍ଟୋରେଜ)ରୁ ଆରମ୍ଭ ହୋଇ 1.40 ଲକ୍ଷ (12GB ରାମ୍ + 512GB ଷ୍ଟୋରେଜ) ପର୍ଯ୍ୟନ୍ତ ମୂଲ୍ୟ ରହିଛି ।

ଏବେ ଆସନ୍ତୁ ନଜର ପକାଇବା ଭାରତର ମୂଲ୍ୟ ଅନୂସାରେ ୟୁଏସ୍, ୟୁକେ, ୟୁଏଇ ଏବଂ ଅନ୍ୟ ଦେଶ ଗୁଡ଼ିକରେ କଣ ରହିଛି ମୂଲ୍ୟ ।

ସାମସଙ୍ଗ ଗାଲାକ୍ସି S26 ସିରିଜ: ୟୁଏସ୍ ମୂଲ୍ୟ

ମଡ଼େଲର ନାମୟୁଏସ୍ ମୂଲ୍ୟଭାରତୀୟ ମୂଲ୍ୟ(ଟଙ୍କାରେ) ପାର୍ଥକ୍ୟ ମୂଲ୍ୟ(ଟଙ୍କାରେ)
ସାମସଙ୍ଗ S26 ଅଲଟ୍ରା$ 1,299.99 1,39,99921,865.24
ସାମସଙ୍ଗ ଗାଲାକ୍ସି S26$ 1,099.9987,99911,960.2
ସାମସଙ୍ଗ ଗାଲାକ୍ସି S26 ପ୍ଲସ$ 1,299.991,19,9991,865.24

ସାମସଙ୍ଗ ଗାଲାକ୍ସି S26 ସିରିଜ: ୟୁକେ ମୂଲ୍ୟ

ମଡ଼େଲର ନାମୟୁକେ ମୂଲ୍ୟଭାରତୀୟ ମୂଲ୍ୟ(ଟଙ୍କାରେ) ପାର୍ଥକ୍ୟ ମୂଲ୍ୟ(ଟଙ୍କାରେ)
ସାମସଙ୍ଗ S26 ଅଲଟ୍ରା£ 1,279 1,39,99917,623.94
ସାମସଙ୍ଗ ଗାଲାକ୍ସି S26£ 87987,99920,328.26
ସାମସଙ୍ଗ ଗାଲାକ୍ସି S26 ପ୍ଲସ£ 1,0991,19,99915,440.88

ସାମସଙ୍ଗ ଗାଲାକ୍ସି S26 ସିରିଜ: ୟୁଏଇ ମୂଲ୍ୟ

ମଡ଼େଲର ନାମୟୁଏଇ ମୂଲ୍ୟଭାରତୀୟ ମୂଲ୍ୟ(ଟଙ୍କାରେ) ପାର୍ଥକ୍ୟ ମୂଲ୍ୟ(ଟଙ୍କାରେ)
ସାମସଙ୍ଗ S26 ଅଲଟ୍ରା5,099 AED 1,39,99913,712.27
ସାମସଙ୍ଗ ଗାଲାକ୍ସି S263,599 AED87,9991,137.29
ସାମସଙ୍ଗ ଗାଲାକ୍ସି S26 ପ୍ଲସ4,299 AED1,19,99913,525.84

ସାମସଙ୍ଗ ଗାଲାକ୍ସି S26 ସିରିଜ: ଅଷ୍ଟ୍ରେଲିଆ ମୂଲ୍ୟ

ମଡ଼େଲର ନାମଅଷ୍ଟ୍ରେଲିଆ ମୂଲ୍ୟଭାରତୀୟ ମୂଲ୍ୟ(ଟଙ୍କାରେ) ପାର୍ଥକ୍ୟ ମୂଲ୍ୟ(ଟଙ୍କାରେ)
ସାମସଙ୍ଗ S26 ଅଲଟ୍ରାAU$ 2,199 1,39,9992,468.6
ସାମସଙ୍ଗ ଗାଲାକ୍ସି S26AU$ 1,54987,99912,356.76
ସାମସଙ୍ଗ ଗାଲାକ୍ସି S26 ପ୍ଲସAU$ 1,8491,19,999207

ସାମସଙ୍ଗ ଗାଲାକ୍ସି S26 ସିରିଜ: କାନାଡ଼ା ମୂଲ୍ୟ

ମଡ଼େଲର ନାମକାନାଡ଼ା ମୂଲ୍ୟଭାରତୀୟ ମୂଲ୍ୟ(ଟଙ୍କାରେ) ପାର୍ଥକ୍ୟ ମୂଲ୍ୟ(ଟଙ୍କାରେ)
ସାମସଙ୍ଗ S26 ଅଲଟ୍ରା$ 1,899.99 (CAD) 1,39,99913,678.32
ସାମସଙ୍ଗ ଗାଲାକ୍ସି S26$ 1,249.99 (CAD)87,9994,893.51
ସାମସଙ୍ଗ ଗାଲାକ୍ସି S26 ପ୍ଲସ$ 1,529.99 (CAD)1,19,99918,277.74

ସାମସଙ୍ଗ ଗାଲାକ୍ସି S26 ସିରିଜ: ଚୀନ ମୂଲ୍ୟ

ମଡ଼େଲର ନାମଚୀନ ମୂଲ୍ୟଭାରତୀୟ ମୂଲ୍ୟ(ଟଙ୍କାରେ) ପାର୍ଥକ୍ୟ ମୂଲ୍ୟ(ଟଙ୍କାରେ)
ସାମସଙ୍ଗ S26 ଅଲଟ୍ରାCNY 9,999 1,39,9997,700.63
ସାମସଙ୍ଗ ଗାଲାକ୍ସି S26CNY 6,99987,9994,605.89
ସାମସଙ୍ଗ ଗାଲାକ୍ସି S26 ପ୍ଲସCNY 7,9991,19,99914,162.95

ସାମସଙ୍ଗ ଗାଲାକ୍ସି S26 ସିରିଜ: ଜର୍ମାନୀ ମୂଲ୍ୟ

ମଡ଼େଲର ନାମଜର୍ମାନୀ ମୂଲ୍ୟଭାରତୀୟ ମୂଲ୍ୟ(ଟଙ୍କାରେ) ପାର୍ଥକ୍ୟ ମୂଲ୍ୟ(ଟଙ୍କାରେ)
ସାମସଙ୍ଗ S26 ଅଲଟ୍ରା1,449 € 1,39,99915,685.91
ସାମସଙ୍ଗ ଗାଲାକ୍ସି S26999 €87,99919,336.56
ସାମସଙ୍ଗ ଗାଲାକ୍ସି S26 ପ୍ଲସ1,249 €1,19,99914,197.31

ସାମସଙ୍ଗ ଗାଲାକ୍ସି S26 ସିରିଜ: ମାଲେସିୟା ମୂଲ୍ୟ

ମଡ଼େଲର ନାମମାଲେସିୟା ମୂଲ୍ୟଭାରତୀୟ ମୂଲ୍ୟ(ଟଙ୍କାରେ) ପାର୍ଥକ୍ୟ ମୂଲ୍ୟ(ଟଙ୍କାରେ)
ସାମସଙ୍ଗ S26 ଅଲଟ୍ରାRM 5,999 1,39,999824.83
ସାମସଙ୍ଗ ଗାଲାକ୍ସି S26RM 4,39987,99915,265.55
ସାମସଙ୍ଗ ଗାଲାକ୍ସି S26 ପ୍ଲସRM 5,3991,19,9996,740.1

ସାମସଙ୍ଗ ଗାଲାକ୍ସି S26 ସିରିଜ: ଫ୍ରାନ୍ସ ମୂଲ୍ୟ

ମଡ଼େଲର ନାମଫ୍ରାନ୍ସ ମୂଲ୍ୟଭାରତୀୟ ମୂଲ୍ୟ(ଟଙ୍କାରେ) ପାର୍ଥକ୍ୟ ମୂଲ୍ୟ(ଟଙ୍କାରେ)
ସାମସଙ୍ଗ S26 ଅଲଟ୍ରା1,469 € 1,39,99917,862.68
ସାମସଙ୍ଗ ଗାଲାକ୍ସି S26990 €87,99918,388.38
ସାମସଙ୍ଗ ଗାଲାକ୍ସି S26 ପ୍ଲସ1,269 €1,19,99916,370.28

ଆମର ତୁଳନା ଆଧାରରେ, ବିଶ୍ୱର ବିଭିନ୍ନ ବଜାର ସହିତ କମ୍ପାରିଜନ କଲେ ସାମସଙ୍ଗ ଗାଲାକ୍ସି S26 ସିରିଜ ପାଇଁ ଭାରତ ଏକ ପ୍ରତିଯୋଗିତାମୂଳକ ମୂଲ୍ୟ ପ୍ରଦାନ କରେ । ମୁଦ୍ରା ପରିବର୍ତ୍ତନ ପରେ ୟୁକେ, ଜର୍ମାନୀ, ମାଲେସିଆ, ଫ୍ରାନ୍ସ ଏବଂ ଅଷ୍ଟ୍ରେଲିଆ ଭଳି ଦେଶଗୁଡ଼ିକ ଭାରତ ତୁଳନାରେ ଯଥେଷ୍ଟ ମହଙ୍ଗା, ଯାହା ସୂଚିତ କରେ ଯେ ଭାରତୀୟ କନଜ୍ୟୁମର ମାନେ ଅନ୍ୟ ବଜାର ତୁଳନାରେ ଯଥେଷ୍ଟ ଭଲ ଡିଲ୍ ପାଇପାରନ୍ତି ।

ଅଧିକ ପଢ଼ନ୍ତୁ: ନୂଆ ରଙ୍ଗରେ ବଜାରକୁ ଆସିଲା KTMର Duke 200 ଓ Duke 250

ଅଧିକ ପଢ଼ନ୍ତୁ: ଭାରତରେ Nova ଲଞ୍ଚ୍ କଲା ଏକାଧିକ ନୂଆ ପ୍ରଡକ୍ଟ, ଜାଣନ୍ତୁ ଏହାର ନାମ ଓ ମୂଲ୍ୟ ?

ଅଧିକ ପଢ଼ନ୍ତୁ: ଏବେ ଆହୁରି ସୁବିଧାରେ ହେବ ଡ଼େଲିଭରି : Skye Air Mobilityର AI ପାୱାରଡ୍ ଡ଼୍ରୋନ ସାହାଯ୍ୟରେ ଗ୍ରାହକଙ୍କ ପାଖରେ ପହଞ୍ଚିବ ପ୍ୟାକେଜ୍