ETV Bharat / photos

ଫଟୋରେ ଖବର: ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ, ନିକୋଲାସ ମଦୁରୋଙ୍କୁ ଗିରଫ କରିବାର ଦୃଶ୍ୟ

Venezuelan President Nicolas Maduro vs US President Donald Trump
ଶନିବାର ମଧ୍ୟ ରାତିରେ ଭେନେଜୁଏଲାରେ ଆମେରିକା ଏକ ବଡ଼ ଆକ୍ରମଣ କରିଛି । ଏହା ସହିତ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମଦୁରୋ ଓ ତାଙ୍କ ପତ୍ନୀ ସିଲିଆ ଫ୍ଲୋରସଙ୍କୁ କାରାକାସ୍ ସ୍ଥିତ ବାସଭବନରୁ ଗିରଫ କରାଯାଇଛି । ବିମାନ ଯୋଗେ ଉଭୟଙ୍କୁ ନ୍ୟୁୟର୍କ ଅଣାଯାଇଛି । (AFP)
author img

By ETV Bharat Odisha Team

Published : January 5, 2026 at 3:56 PM IST

1 Min Read
Choose ETV Bharat