ETV Bharat / photos

ମୁମ୍ବାଇରେ 'United in Triumph' ଇଭେଣ୍ଟ; ସାମିଲ ହେଲେ କ୍ରିକେଟ ସହ ବଲିଉଡ ତାରକା

United in Triumph
ମୁମ୍ବାଇର ଆଣ୍ଟିଲିଆରେ ଆୟୋଜିତ ହୋଇଛି ରିଲାଏନ୍ସ ଫାଉଣ୍ଡେସନର 'United in Triumph' ଇଭେଣ୍ଟ । ରିଲାଏନ୍ସ ଫାଉଣ୍ଡେସନ ଅଧ୍ୟକ୍ଷା ନୀତା ଅମ୍ବାନୀ ଅଧିନାୟକ ରୋହିତ ଶର୍ମା, ହରମନପ୍ରୀତ କୌର ଏବଂ ଦୀପିକା ଟିସିଙ୍କୁ ସ୍ୱାଗତ କରିଛନ୍ତି । (PTI)
author img

By ETV Bharat Odisha Team

Published : January 7, 2026 at 4:18 PM IST

1 Min Read
Choose ETV Bharat