ETV Bharat / photos

ଫଟୋରେ ରଥଖଳା ଅପଡେଟ୍‌: ତିନି ରଥର ଗରଗରା ବିନ୍ଧ ଓ ୧୪ ନାହାକା ନିର୍ମାଣ କାର୍ଯ୍ୟ ଶେଷ, ପାଞ୍ଚ ଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ

Rath Khala
ପୁରୀ: ତିନି ରଥର ଗରଗରା ବିନ୍ଧ ସହ ଶେଷ ହୋଇଛି ୧୪ ନାହାକା ନିର୍ମାଣ କାର୍ଯ୍ୟ । ଆଜି ଅନୁକୂଳ ପୂଜା ସହ ଆରମ୍ଭ ହୋଇଛି ପାଞ୍ଚ ଦଣ୍ଡାର ଚଉପଟ କାର୍ଯ୍ୟ । ଦୋଳବେଦୀ ଠାରେ ପାହି ମହାରଣା ଅଣସର ତଥା ରଥଯାତ୍ରାରେ ସେବା ନୀତି ପାଇଁ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରି ରଖିଛନ୍ତି । (ETV Bharat)
author img

By ETV Bharat Odisha Team

Published : May 25, 2026 at 5:21 PM IST

1 Min Read
Choose ETV Bharat