ETV Bharat / photos

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ରାଏଲ ଗସ୍ତ; ୟାଦ୍ ଭାସେମରେ ଶ୍ରଦ୍ଧାଞ୍ଜଳି, ବୁଲିଲେ ଟେକ୍ନୋଲୋଜି ପ୍ରଦର୍ଶନୀ

PM Modi's Historic Israel Visit
ଇସ୍ରାଏଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ଗସ୍ତ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଇସ୍ତାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗଙ୍କୁ ଭେଟିଛନ୍ତି । ୟାଦ୍ ଭାସେମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । (Shlomi Amsalem)
author img

By ETV Bharat Odisha Team

Published : February 27, 2026 at 9:47 AM IST

1 Min Read
Choose ETV Bharat