ଫଟୋରେ ଖବର: ଅଶାନ୍ତ ମଧ୍ୟପ୍ରାଚ୍ୟ, ଇରାନ-ଇସ୍ରାଏଲ ମଧ୍ୟରେ ଘମାଘୋଟ ଯୁଦ୍ଧ
ଅଶାନ୍ତ ମଧ୍ୟପ୍ରାଚ୍ୟ, ଆରମ୍ଭ ହୋଇଛି ଘମାଘୋଟ ଯୁଦ୍ଧ । ଇରାନ-ଇସ୍ରାଏଲ ଓ ଆମେରିକା ମଧ୍ୟରେ ବଢ଼ୁଛି ଆକ୍ରମଣ ଏବଂ ପ୍ରତିଆକ୍ରମଣ । ଇସ୍ରାଏଲ ଓ ଆମେରିକା ସେନାଙ୍କ ଆକ୍ରମଣରେ ନିହତ ହୋଇଛନ୍ତି ଇରାନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇ । ସେପଟେ ଖାମେନେଇ ବିୟୋଗ ପରେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି ଇରାନବାସୀ ।
(AP)

Published : March 1, 2026 at 3:11 PM IST

