ETV Bharat / photos

ଫଟୋରେ ଖବର; ଆସୁଛି ଅଗ୍ରପୂଜ୍ୟ ଶ୍ରୀ ଗଜାନନଙ୍କ ପୂଜା, ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବାରେ ମଗ୍ନ କାରିଗର

ମୁମ୍ବାଇରେ 'ଗଣେଶ ଚତୁର୍ଥୀ' ଉତ୍ସବ ପୂର୍ବରୁ ଲୋକମାନେ ଭଗବାନ ଗଣେଶଙ୍କ ଏକ ମୂର୍ତ୍ତିକୁ ମଣ୍ଡପକୁ ନେଇ ଯାଉଛନ୍ତି।
ପାଖେଇ ଆସୁଛି ଅଗ୍ରପୂଜ୍ୟ ଶ୍ରୀଗଜାନନଙ୍କ ପୂଜା । ଚଳଚଞ୍ଚଳ ଗାଁଠୁ ସହର । ପ୍ରଭୁଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବାରେ ମଗ୍ନ କାରିଗର । ସେପଟେ ଦେଶରେ ବିଭିନ୍ନ ଡିଜାଇନର ଗଣେଶ ମୂର୍ତ୍ତି କିଣିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ଗହଳି ଲାଗି ରହିଛି । ଚଳିତ ବର୍ଷ ସେପ୍ଟେମ୍ବର 14 ତାରିଖରେ ପ୍ରଭୁ ଗଣେଶଙ୍କ ପୂଜା ଆୟୋଜିତ ହେବ । (PTI)
author img

By ETV Bharat Odisha Team

Published : September 1, 2026 at 8:30 PM IST

1 Min Read
Choose ETV Bharat