ETV Bharat / photos

ଘନ କୁହୁଡ଼ିର ଚାଦର ତଳେ ରାଜଧାନୀ ଦିଲ୍ଲୀ, ଆହୁରି ଖରାପ AQI

A view of the Parliament House complex on a foggy winter morning, in New Delhi
ଶୀତୁଆ ସକାଳର ଘନ କୁହୁଡ଼ି ଚାଦର ତଳେ ଘୋଡାଇ ହୋଇ ରହିଛି ରାଜଧାନୀ ଦିଲ୍ଲୀ । ବାୟୁ ଗୁଣବତ୍ତା ସୂଚକାଙ୍କ (AQI) 498ରେ ପହଞ୍ଚିଛି । ଯାହା 'ସିଭିୟର' କାଟେଗୋରୀ ଉପରେ ରହିଛି । (PTI)
author img

By ETV Bharat Odisha Team

Published : December 15, 2025 at 5:13 PM IST

1 Min Read
Choose ETV Bharat