ETV Bharat / photos

ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ: ତିନିରଥରେ କନ୍ୟା ପଟା ବାଡ଼ିଆ ଶେଷ

Chariot construction work
ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରଥ ନିର୍ମାଣ କାର୍ଯ୍ୟ । ତିନିରଥରେ କନ୍ୟା ପଟା ବାଡ଼ିଆ ଶେଷ ହୋଇଛି । ମହାରଣା ସେବକ ଏବଂ ଭୋଇ ସେବକଙ୍କ ସହଯୋଗରେ ତିନିରଥରେ ମୋଟ ୩୨ ଗୋଟି କନ୍ୟା ପଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି । ଚିତ୍ରକାର ସେବକ ମାନେ ତିନିରଥ ପ୍ରଭାରେ ରୂପ ଖୋଦେଇ ଅଂଶରେ ରଙ୍ଗ କାର୍ଯ୍ୟର ଶେଷ ସ୍ପର୍ଶ ଦେଇଛନ୍ତି । (ETV Bharat Odisha)
author img

By ETV Bharat Odisha Team

Published : July 7, 2026 at 1:25 PM IST

1 Min Read
Choose ETV Bharat