ହାର୍ବିନ୍ର ଆଇସ୍ ଫେଷ୍ଟିଭାଲ, ଆକର୍ଷଣ ସାଜିଛି ସୁଉଚ୍ଚ ବରଫ ମୂର୍ତ୍ତି
ଉତ୍ତର-ପୂର୍ବ ଚୀନର ହାର୍ବିନ୍ରେ ଆୟୋଜିତ ହୋଇଛି ବାର୍ଷିକ ବରଫ (ICE) ଏବଂ ତୁଷାର (SNOW) ଫେଷ୍ଟିଭାଲ । ବରଫରେ ତିଆରି ସୁଉଚ୍ଚ ମୂର୍ତ୍ତିକୁ ଦେଖିବାକୁ ଦର୍ଶକଙ୍କ ଭିଡ । ଆକର୍ଷଣ ସାଜିଛି ବରଫ ମୂର୍ତ୍ତି ।
(AP)

Published : January 7, 2026 at 9:00 PM IST

