ETV Bharat / technology

ଲଞ୍ଚ ହେଲା Nothing Phone 3a ଓ 3a Pro ସ୍ମାର୍ଟଫୋନ; ମାର୍ଚ୍ଚ 11ରୁ ସେଲ୍‌ ଆରମ୍ଭ - NOTHING PHONE 3A SERIES LAUNCH

ଆଜି ଭାରତରେ ଲଞ୍ଚ ହୋଇଛି Nothing Phone 3a ସିରିଜ । ଏହି ସିରିଜରେ Phone 3a ଓ 3a Pro ନାଁରେ ଦୁଇଟି ଫୋନ ଲଞ୍ଚ ହୋଇଛି । ଅଧିକ ପଢନ୍ତୁ

Nothing Phone 3a and 3a Pro Smartphones launched in India
Nothing Phone 3a and 3a Pro Smartphones launched in India (Image Credit: Nothing India)
author img

By ETV Bharat Tech Team

Published : March 4, 2025 at 4:38 PM IST

Updated : March 4, 2025 at 5:08 PM IST

2 Min Read

ହାଇଦ୍ରାବାଦ: ବିଶ୍ବ ସମେତ ଭାରତୀୟ ବଜାରରେ ଲଞ୍ଚ ହେଲା ନଥିଙ୍ଗ ଫୋନ 3a ସିରିଜ । କମ୍ପାନୀ ଏହି ସିରିଜରେ ଦୁଇଟି ସ୍ମାର୍ଟଫୋନ Phone 3a ଓ 3a Proକୁ ଆଜି ଅପରାହ୍ନ 3.30ରେ ଲଞ୍ଚ କରିଛି । ଉଭୟ ଫୋନ ସମାନ ସ୍ପେଶିଫିକେସନ ଓ ଫିଚର ସହିତ ଆସିଥିବାବେଳେ ସେମାନଙ୍କ ଡିଜାଇନ ଓ କ୍ୟାମେରାରେ ପରିବର୍ତ୍ତନ କରାଯାଇଛି । ପୂର୍ବ ମଡେଲ ଅପେକ୍ଷା Phone 3aରେ ମୁଖ୍ୟ ଅପଗ୍ରେଡ୍‌ ମଧ୍ୟରେ ଟ୍ରିପଲ କ୍ୟାମେରା ସେଟଅପ୍‌ ଓ ଟେଲିଫଟୋ ଲେନ୍ସ ରହିଛି । ତେବେ ଉଭୟ ମଡେଲରେ କଣ ଖାସ, ଦାମ ଓ ସେଲ୍‌ ତାରିଖ ସମ୍ପର୍କରେ ନିମ୍ନରେ ଜାଣନ୍ତୁ ।

Nothing Phone (3a) series: ଦାମ ଓ ଉପଲବ୍ଧତା

  • ନଥିଙ୍ଗ ଫୋନ 3aର ଦାମ ବେସ୍‌ ମଡେଲ 8GB RAM+128GB ଷ୍ଟୋରେଜ ଲାଗି ₹24,999 ରହିଛି ।
  • ସେହିପରି ନଥିଙ୍ଗ ଫୋନ 3a Proର ପ୍ରାରମ୍ଭିକ ମୂଲ୍ୟ ₹29,999 ରହିଛି ।
  • ଏହି ସିରିଜ ପ୍ରଥମ ସେଲ୍‌ ଲାଗି ମାର୍ଚ୍ଚ 11 ତାରିଖ ମଧ୍ୟାହ୍ନ 12ଟାରୁ ଫ୍ଲିପକାର୍ଟରେ ଉପଲବ୍ଧ ହେବ ।
  • ଗ୍ରାହକ Pro ମଡେଲକୁ କଳା ଓ ଧଳା ରଙ୍ଗରେ ପାଇପାରିବେ, ସେପଟେ 3a ମଡେଲ କଳା, ଧଳା ଓ ନୀଳ ରଙ୍ଗରେ ଉପଲବ୍ଧ ହେବ ।
ମଡେଲ୍‌ଭାରିଏଣ୍ଟଦାମ
Nothing Phone (3a)8+128GB₹24,999
8+256GB₹26,999
Nothing Phone (3a) Pro8+128GB₹29,999
8+256GB₹31,999

Nothing Phone (3a) series: କଣ ନୂଆ

ନଥିଙ୍ଗ ଫୋନ 3a ସିରିଜକୁ Phone (2a) ଓ Phone (2a) Plusର ସଫଳତା ଭାବେ ଲଞ୍ଚ କରାଯାଇଛି । ନଥିଙ୍ଗ ଫୋନ 3aରେ ବଡ଼ ଅପଗ୍ରେଡ ମଧ୍ୟରେ ହେଉଛି ଟ୍ରିପଲ୍‌ କ୍ୟାମେରା ସେଟଅପ୍‌ ଓ ଟେଲିଫଟୋ ଲେନ୍ସ । ସେପଟେ Pro ମଡେଲ ମଧ୍ୟ ଟ୍ରିପଲ କ୍ୟାମେରା ସେଟଅପ୍‌ ସହ ଆସିଛି ଯେଉଁଥିରେ ପେରିସ୍କୋପ ଲେନ୍ସ ମଧ୍ୟ ମିଳିବ । ଉଭୟ ଫୋନ TrueLens Engine 3.0 ସହ ଆସିଛନ୍ତି ଯେଉଁଥିଲାଗି AI ଟୋନ୍‌ ମ୍ୟାପିଂ ଓ ସିନ୍‌ ଡିଟେକ୍ସନ ସହିତ ଫୋନର ଫଟୋଗ୍ରାଫି ପ୍ରଫେସନାଲ ପରି ରହିବ । ଏହି ଫୋନ Ultra XDR ସହ ଆସିଛି, ଯାହାକି ଫଟୋକୁ ଅଧିକ ରିଅଲ୍‌ କରିଥାଏ ।

Nothing Phone 3a ଓ Phone 3a Pro: ସ୍ପେଶିଫିକେସନ

  • ଡିସପ୍ଲେ: 6.77-ଇଞ୍ଚ FHD+ (1080 x 2392 ପିକ୍ସେଲ) AMOLED ଡିସପ୍ଲେ, 120Hz ରିଫ୍ରେସ ରେଟ୍‌, 3000ନିଟ୍ସ ପିକ୍‌ ବ୍ରାଇଟନେସ୍‌, ପାଣ୍ଡା ଗ୍ଲାସ ପ୍ରୋଟେକ୍ସନ
  • ଚିପସେଟ୍‌: କ୍ବାଲକମ୍‌ ସ୍ନାପଡ୍ରାଗନ 7s ଜେନ୍‌ 3 SoC
  • Nothing Phone 3a କ୍ୟାମେରା: 50MP ପ୍ରାଇମେରି କ୍ୟାମେରା, 50MP ଟେଲିଫଟୋ କ୍ୟାମେରା, 8MP ଅଲଟ୍ରା ୱାଇଡ କ୍ୟାମେରା, 32MP ଫ୍ରଣ୍ଟ କ୍ୟାମେରା ରହିଛି ।
  • Nothing Phone 3a Pro କ୍ୟାମେରା: 50MP ପ୍ରାଇମେରି କ୍ୟାମେରା, 50MP ପେରିସ୍କୋପ କ୍ୟାମେରା, 8MP ଅଲଟ୍ରା ୱାଇଡ କ୍ୟାମେରା ଓ 50MP ଫ୍ରଣ୍ଟ କ୍ୟାମେରା ।
  • ବ୍ୟାଟେରୀ: 5000mAh ବ୍ୟାଟେରୀ ଯିଏକି 50ୱାଟ୍‌ ଦ୍ରୁତ ଚାର୍ଜିଂକୁ ସପୋର୍ଟ କରିଥାଏ ।
  • ସଫ୍ଟୱେର: ଆଣ୍ଡ୍ରଏଡ 15 ଆଧାରିତ Nothing OS 3.1 ଦ୍ବାରା ଚାଳିତ । ଉଭୟ ଫୋନ 3ବର୍ଷ ପାଇଁ OS ଅପଗ୍ରେଡ୍‌ ଓ 6ବର୍ଷ ଲାଗି ସିକ୍ୟୁରିଟି ଅପଡେଟ୍‌ ସହ ଆସିଛି ।
  • ଅନ୍ୟାନ୍ୟ ଫିଚର: Google Pay ସପୋର୍ଟ, Glyph ଇଣ୍ଟରଫେସ୍‌, ପାଣି ଏବଂ ଧୂଳି ପ୍ରତିବନ୍ଧକ ଲାଗି IP64 ରେଟିଂ ଓ ଡୁଆଲ୍‌ ଷ୍ଟେରିଓ ସ୍ପିକର ।
ଏହା ବି ପଢନ୍ତୁ
  1. MWC 2025: ସ୍ମାର୍ଟଫୋନ ପାଇଁ Infinix ଲଞ୍ଚ କଲା କଲର ଚେଞ୍ଜିଂ ଓ ସୋଲାର ଚାର୍ଜିଂ ଟେକ୍ନୋଲୋଜି
  2. ଟିମ କୁକ୍‌ ଦେଲେ ସଙ୍କେତ; ଚଳିତ ସପ୍ତାହରେ ଆସୁଛି ଆପଲ୍‌ର ନୂଆ Air ଡିଭାଇସ

Last Updated : March 4, 2025 at 5:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.