ETV Bharat / technology

କିଣିବାକୁ ଚାହୁଁଛନ୍ତି କି Honda CB350 ସିରିଜ ବାଇକ୍‌ ? ଲଞ୍ଚ କଲା ନୂଆ କଲର୍‌ - 2025 HONDA CB350 SERIES LAUNCHED

ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଏହାର Honda CB350 ସିରିଜ ବାଇକ୍‌ର ଅପଡେଟେଡ୍‌ ଭର୍ସନକୁ ନୂଆ କଲର ସହିତ ଲଞ୍ଚ କରିଛି । ଅଧିକ ପଢନ୍ତୁ

2025 Honda CB350 ସିରିଜ ବାଇକ୍‌
2025 Honda CB350 ସିରିଜ ବାଇକ୍‌ (Image Credit: ETV Bharat via Honda BigWing)
author img

By ETV Bharat Tech Team

Published : April 5, 2025 at 2:36 PM IST

2 Min Read

ହାଇଦ୍ରାବାଦ: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ନିଜର ହୋଣ୍ଡା ସିବି350 (Honda CB350) ସିରିଜକୁ 2025 ବର୍ଷ ଲାଗି ଅପଡେଟ୍‌ କରିଛି । ଏଥିରେ CB350, CB350 H'ness ଓ CB350RS ବାଇକ୍‌ ସାମିଲ । ଏହି ଜାପାନୀ ଦୁଇ ଚକିଆ ନିର୍ମାତା କମ୍ପାନୀ ମୋଟରସାଇକେଲ ରେଞ୍ଜରେ ନୂଆ କଲର ଅପସନ ପ୍ରଦାନ କରିଥିବାବେଳେ ଏହାର ଡିଜାଇନ ଓ ଫିଚରରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

Honda CB350ର ନୂଆ କଲର ଅପସନ

ଷ୍ଟାଣ୍ଡାର୍ଡ ହୋଣ୍ଡା CB350 ବିଷୟରେ କହିବାକୁ ଗଲେ କମ୍ପାନୀ ଏହାକୁ 5ଟି ରଙ୍ଗ ବିକଳ୍ପରେ ଲଞ୍ଚ କରିଛି, ଯେଉଁଥିରେ ମ୍ୟାଟ୍ ଆକ୍ସି ଗ୍ରେ ମେଟାଲିକ୍, ମ୍ୟାଟ୍ ଡ୍ୟୁନ୍ ବ୍ରାଉନ୍, ରେବେଲ୍‌ ରେଡ୍ ମେଟାଲିକ୍, ପର୍ଲ ଇଗ୍ନିସ୍ ବ୍ଲାକ୍ ଏବଂ ପର୍ଲ ଡିପ୍‌ ଗ୍ରାଉଣ୍ଡ ଗ୍ରେ ସାମିଲ । ଏହି ରଙ୍ଗ ବିକଳ୍ପଗୁଡ଼ିକ ଦୁଇଟି ପ୍ରକାରରେ ଉପଲବ୍ଧ - DLX ଏବଂ DLX Pro, ଯାହାର ମୂଲ୍ୟ ଯଥାକ୍ରମେ 2.15 ଲକ୍ଷ ଏବଂ 2.19 ଲକ୍ଷ ଟଙ୍କା (ଏକ୍ସ-ଶୋ’ରୁମ୍) ରହିଛି ।

2025 Honda CB350
2025 Honda CB350 (Image Credit: Honda Motorcycle India)

Honda CB350 H'nessର କଲର ଅପସନ

ଏହା ବ୍ୟତୀତ କମ୍ପାନୀ ହୋଣ୍ଡା CB350 H'ness କୁ 3ଟି ଭାରିଏଣ୍ଟରେ ବିକ୍ରି କରୁଛି ଯେଉଁଥିରେ DLX, DLX Pro ଏବଂ DLX କ୍ରୋମ୍ ସାମିଲ । କମ୍ପାନୀ DLX ଭାରିଏଣ୍ଟକୁ 2.11 ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି କରୁଥିବାବେଳେ ଏହାକୁ ପର୍ଲ ଡିପ୍‌ ଗ୍ରାଉଣ୍ଡ ଗ୍ରେ ଏବଂ ପର୍ଲ ଇଗ୍ନିସ୍ ବ୍ଲାକ୍ ରଙ୍ଗରେ ଉପଲବ୍ଧ କରାଯାଇଛି । DLX Proର ମୂଲ୍ୟ ହେଉଛି 2.14 ଲକ୍ଷ ଯାହା ରେବେଲ୍ ରେଡ୍ ମେଟାଲିକ୍, ପର୍ଲ ଇଗ୍ନିସ୍ ବ୍ଲାକ୍ ଏବଂ ପର୍ଲ ଡିପ୍‌ ଗ୍ରାଉଣ୍ଡ ଗ୍ରେରେ ଉପଲବ୍ଧ । ଏହା ବ୍ୟତୀତ କମ୍ପାନୀ ଟପ୍-ସ୍ପେକ୍ DLX କ୍ରୋମ୍ ଭାରିଏଣ୍ଟକୁ 2.16 ଲକ୍ଷ ଟଙ୍କାରେ ବିକ୍ରି କରୁଛି ଯାହା ଆଥଲେଟିକ୍ ବ୍ଲୁ ମେଟାଲିକ୍, ପର୍ଲ ଡିପ୍‌ ଗ୍ରାଉଣ୍ଡ ଗ୍ରେ ଏବଂ ପର୍ଲ ଇଗ୍ନିସ୍ ବ୍ଲାକ୍ ରଙ୍ଗରେ ଉପଲବ୍ଧ ।

2025 Honda CB350 H'ness
2025 Honda CB350 H'ness (Image Credit: Honda Motorcycle India)

Honda CB350RSର କଲର ଅପସନ

ଶେଷରେ ଯଦି ଆମେ ହୋଣ୍ଡା CB350RS ବିଷୟରେ କହିବା ଏହା ଦୁଇଟି ଭାରିଏଣ୍ଟରେ ବିକ୍ରି ହେଉଛି ଯେଉଁଥିରେ DLX ଏବଂ DLX Pro ଭାରିଏଣ୍ଟ ଅନ୍ତର୍ଭୁକ୍ତ । ଏହାର DLX ଭାରିଏଣ୍ଟର ମୂଲ୍ୟ 2.16 ଲକ୍ଷ ଟଙ୍କା, ଯାହାକି ପର୍ଲ ଇଗ୍ନିସ୍ ବ୍ଲାକ୍ ଏବଂ ପର୍ଲ ଡିପ୍‌ ଗ୍ରାଉଣ୍ଡ ଗ୍ରେରେ ଉପଲବ୍ଧ । ଏହାର DLX Pro ଭାରିଏଣ୍ଟର ମୂଲ୍ୟ 2.19 ଲକ୍ଷ ଟଙ୍କା ଯାହାକି ରେବେଲ୍ ରେଡ୍ ମେଟାଲିକ୍ ଏବଂ ମ୍ୟାଟ୍ ଆକ୍ସିସ ଗ୍ରେ ମେଟାଲିକ୍ ରଙ୍ଗରେ ଉପଲବ୍ଧ ।

2025 Honda CB350RS
2025 Honda CB350RS (Image Credit: Honda Motorcycle India)

Honda CB350 ସିରିଜର ପାୱାରଟ୍ରେନ କିପରି ?

ହୋଣ୍ଡା ସିବି350 ଲାଇନଅପ୍‌ର ସମସ୍ତ ତିନୋଟି ମଡେଲରେ 348.36ସିସି, ସିଙ୍ଗଲ ସିଲିଣ୍ଡର, ଏୟାର-କୁଲ୍ଡ ଇଞ୍ଜିନର ବ୍ୟବହାର କରାଯାଇଛି ଯାହାକି 20.78ବିଏଚପି ପାୱାର ଓ 30ଏନଏମରୁ ଅଧିକ ଟର୍କ ଉତ୍ପନ୍ନ କରିଥାଏ । ଏହି ଇଞ୍ଜିନ ସହିତ 5-ସ୍ପିଡ୍‌ ଗିଅରବକ୍ସକୁ ଯୋଡ଼ାଯାଇଛି ଓ ଏଥିରେ ସ୍ଲିପର୍‌ କ୍ଲଚ୍‌ର ଫିଚର ମଧ୍ୟ ମିଳିଥାଏ ।

ଏହା ବି ପଢନ୍ତୁ
  1. ବଜାରକୁ ଆସିଛି Hondaର ନୂଆ ବାଇକ୍‌ Honda Shine 100; ଦାମ କେତେ
  2. 2025 Honda Unicorn ଭାରତରେ ଲଞ୍ଚ୍‌; ଦାମ କେତେ ଜାଣନ୍ତୁ
  3. ଅପଡେଟେଡ୍‌ Honda SP 125 ଭାରତରେ ଲଞ୍ଚ୍‌; ଜାଣନ୍ତୁ ଦାମ ଓ ଫିଚର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.