ETV Bharat / state

‘ଓଡ଼ିଶାରେ ମାଓ ଗତିବିଧି ହ୍ରାସ’, ସମ୍ବଲପୁରରେ ଆଇନ ଶୃଙ୍ଖଳା ସମୀକ୍ଷା କଲେ DGP - POLICE DGP REVIEW IN SAMBALPUR

ପୋଲିସ ଡିଜିଙ୍କ ସମ୍ବଲପୁର ଗସ୍ତ । ଆଇନ ଶୃଙ୍ଖଳା ନେଇ ସମୀକ୍ଷା କଲେ । 7 ଜିଲ୍ଲାରେ ଏବେ ମାଓ ଗତିବିଧି ରହିଛି ।

ପୋଲିସ ଡିଜିଙ୍କ ସମ୍ବଲପୁର ଗସ୍ତ
ପୋଲିସ ଡିଜିଙ୍କ ସମ୍ବଲପୁର ଗସ୍ତ (ETV Bharat Odisha)
author img

By ETV Bharat Odisha Team

Published : April 3, 2025 at 4:43 PM IST

2 Min Read

Police DGP review in Sambalpur: ସମ୍ବଲପୁର: ‘ଓଡିଶାରେ କିମିଛି ମାଓ ଗିତିବିଧି । ଏବେ 7ଟି ଜିଲ୍ଲାରେ ମାଓବାଦୀ ଗତିବିଧି ସୀମିତି ରହିଛି ।’ ସମ୍ବଲପୁର ଗସ୍ତରେ ଆସି ଏହି ସୂଚନା ଦେଇଛନ୍ତି ପୋଲିସ ଡିଜିପି ଯୋଗେଶ ବାହାଦୂର ଖୁରାନିଆ । ଆଗକୁ ରାମ ନବମୀ ଓ ହନୁମାନ ଜୟନ୍ତରୀ ଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି ।

ପୋଲିସ ଡିଜିଙ୍କ ସମ୍ବଲପୁର ଗସ୍ତ (ETV Bharat Odisha)

ଓଡ଼ିଶାରେ କିମିଛି ମାଓ ଗତିବିଧି:

ଓଡ଼ିଶାରେ ଏବେ ମାଓ ଗତିବିଧି ହ୍ରାସ ପାଇଛି l ଏବେ 7ଟି ଜିଲ୍ଲାରେ ମାଓବାଦୀ ଗତିବିଧି ସୀମିତି ରହିଛି l 31 ମାର୍ଚ୍ଚ 2026 ମଧ୍ୟରେ ମାଓବାଦୀ ଗତିବିଧି ସମ୍ପୂର୍ଣ୍ଣ ସମାପ୍ତ କରିବା ପାଇଁ ଗୃହମନ୍ତ୍ରୀ ଆହ୍ୱାନ ଦେଇଛନ୍ତି, ତାକୁ ଦୃଷ୍ଟିରେ ରଖି ଓଡିଶା ପୋଲିସ କାର୍ଯ୍ୟ କରୁଛି ପୋଲିସ ଡିଜି କହିଛନ୍ତି ।

ସମ୍ବଲପୁର ଗସ୍ତରେ ଡିଜିପି:

ଆଜି ସମ୍ବଲପୁରର ଦିନିକିଆ ଗସ୍ତରେ ଆସିଛନ୍ତି ପୋଲିସ ଡିଜିପି ଯୋଗେଶ ବାହାଦୁର ଖୁରାନିଆ l ଆଜି ସକାଳୁ ସେ ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ମନ୍ଦିରକୁ ଯାଇ ମା’ଙ୍କ ଦର୍ଶନ କରି ସାରିବା ପରେ ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ଆରକ୍ଷୀ ମହାନିର୍ଦେଶକ ପଦକ (ଡିଜିପି ଡିସ୍କ ) ପ୍ରଦାନ ଉତ୍ସବ ଯୋଗଦେଇଥିଲେ l

ପୋଲିସ ଡିଜିଙ୍କ ସମ୍ବଲପୁର ଗସ୍ତ
ପୋଲିସ ଡିଜିଙ୍କ ସମ୍ବଲପୁର ଗସ୍ତ (ETV Bharat Odisha)

7 ପୋଲିସ ପାଇଲେ ଡିଜିପି ଡିସ୍କ:

ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା ଆରକ୍ଷୀ ମହାନିର୍ଦେଶକ ପଦକ (ଡିଜିପି ଡିସ୍କ) ପ୍ରଦାନ ଉତ୍ସବ । ଏଥିରେ ପୋଲିସ ଡିଜିପି ଯୋଗ ଦେଇ 7 ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ଡିସ୍କ ପ୍ରଦାନ କରିଥିଲେ ।

ଏହି ଅବସରରେ ଡିଜିପି ଯୋଗେଶ ବାହାଦୂର ଖୁରାନିଆ କହିଥିଲେ, ‘ଓଡ଼ିଶାରେ ଏବେ ମାଓ ଗତିବିଧି ହ୍ରାସ ପାଇଛି l ଏବେ 7ଟି ଜିଲ୍ଲାରେ ମାଓବାଦୀ ଗତିବିଧି ସୀମିତି ରହିଛି l 31 ମାର୍ଚ୍ଚ 2026 ମଧ୍ୟରେ ମାଓବାଦୀ ଗତିବିଧି ସମ୍ପୂର୍ଣ୍ଣ ସମାପ୍ତ କରିବା ପାଇଁ ଗୃହ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି, ତାକୁ ଦୃଷ୍ଟି ରେ ରଖି ଓଡିଶା ପୋଲିସ କାର୍ଯ୍ୟ କରୁଛି l ଏବେ ଉତ୍ତରଞ୍ଚଳ ରେଞ୍ଜର ଗୋଟିଏ ଜିଲ୍ଲାରେ ମାଓବାଦୀ ଦମନ ପାଇଁ ପ୍ରୟାସ ଜାରି ରହିଛି l’

ଜାରି ରହିଛି ମାଓ ଅପରେସନ:

ଡିଜିପି ଯୋଗେଶ ବାହାଦୂର ଖୁରାନିଆ ଆହୁରି କହିଛନ୍ତି, ‘ଛତିଶଗଡ ଓ ଆନ୍ଧ୍ର ପ୍ରଦେଶ ସଂଲଗ୍ନ ଜିଲ୍ଲାରେ ଜୋରଦାର କମ୍ବିଂ ଅପରେସନ ଚାଲିଛି l ନୂଆପଡା ଜିଲ୍ଲାର ଗରିଆଖମନ ରେ ହୋଇଥିବା ବଡ଼ କମ୍ବିଂ ଅପରେସନରେ କିଛି ମାଓବାଦୀଙ୍କୁ ନିପାତ କରାଯାଇଥିଲା l ଆଉ ଏବେ ମଧ୍ୟ ଅପରେସନ ଜାରି ରହିଛି l ଯେଉଁ ଯେଉଁ ଜିଲ୍ଲାରେ ମାଓବାଦୀ ସକ୍ରିୟ ରହିଛନ୍ତି ସବୁ ଜାଗାରେ ଆମର ଗୁଇନ୍ଦା କାମ କରୁଛି l’

ଏହା ମଧ୍ୟ ପଢନ୍ତୁ:

ମାଓବାଦୀଙ୍କ ଯୋଜନା ଭଣ୍ଡୁର, ଜଙ୍ଗଲରୁ ମାଓ ଡମ୍ପ ଉଦ୍ଧାର କଲେ BSF

କଳାହାଣ୍ଡିରେ DGPଙ୍କ ମାଓ ସ୍ଥିତି ସମୀକ୍ଷା, ଆଗାମୀ ରଣନୀତି ଉପରେ ଫୋକସ୍‌

ଓଡ଼ିଶା-ଛତିଶଗଡ ସୀମାନ୍ତ ଏନକାଉଣ୍ଟର, 16ରେ ପହଞ୍ଚିଲା ମୃତ ନକ୍ସଲଙ୍କ ସଂଖ୍ୟା, ନୂଆପଡାରେ ଡିଜିପି

ବଲାଙ୍ଗୀରରେ ମାଓ କ୍ୟାମ୍ପ ଠାବ, ବିପୁଳ ସାମଗ୍ରୀ ଜବତ

‘ବିଧ୍ୱସ୍ତ ହେଉଛି ମାଓ କରିଡର, ମାର୍ଚ୍ଚ 2026 ସୁଦ୍ଧା ନକ୍ସଲ ମୁକ୍ତ ଓଡ଼ିଶା ପ୍ରୟାସ’

ଆଇନଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା (DGP REVIEW LAW AND ORDER SITUATION) :

ମାଓବାଦୀଙ୍କୁ ଡିଜିପି ଆହ୍ୱାନ କରିଛନ୍ତି ଯେ ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ଓଡିଶାକୁ ଆଗେଇବାକୁ ସହଯୋଗ କରନ୍ତୁ l ଆଜି ସମ୍ବଲପୁର ଉତ୍ତରାଞ୍ଚଳ ଆଇଜିଙ୍କ ରେଞ୍ଜର ସମସ୍ତ ଏସପିଙ୍କ ସହ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା କରିଥିଲେ l ଏହା ସହ ସମ୍ବଲପୁରରେ ହେବାକୁ ଥିବା ହନୁମାନ ଜୟନ୍ତୀରେ ଆଇନ ଶୃଙ୍ଖଳା ବିଷୟ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.