ETV Bharat / state

ସଂକ୍ରାନ୍ତୀ ରାଶିଫଳ: ଏହି ରାଶିଙ୍କ ହେବ ଉଜ୍ଜଳମୟ ଦିନ, ମିଳିବ ସଫଳତା - TODAY HOROSCOPE

ବୃଷ ସଂକ୍ରାନ୍ତିରେ ଆପଣଙ୍କ ଦିନ କେମିତି କଟିବ । କେଉଁ ରାଶିଙ୍କ ହେବ ଉଜ୍ଜଳମୟ ଦିନ । କିଏ ହେବେ ଭାଗ୍ୟଶାଳୀ । ପଢ଼ନ୍ତୁ ଆଜିର ରାଶିଫଳ ।

Brusha Sankranti Rashifal
Brusha Sankranti Rashifal (ETV Bharat)
author img

By ETV Bharat Odisha Team

Published : May 15, 2025 at 12:08 AM IST

3 Min Read

ମେଷ: ଆଜି ଉଜ୍ଜଳ ଦିନ ରହିବ । ନିଜ ପାରିବାର ସହ ବିବାହ ବ୍ରତରେ ଯୋଗଦେବେ । ସାଙ୍ଗସାଥୀଙ୍କ ସହଯୋଗ ମିଳିବ । ବନ୍ଧୁମାନଙ୍କୁ ଆତିଥ୍ୟ ପ୍ରଦାନ କରି ଅର୍ଥ ସାରିବେ । ବଡମାନଙ୍କର ପ୍ରିୟ ହେବେ । ବନ୍ଧୁତ୍ୱ ନିବିଡତର ହେବ । ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ଖୋଜୁଥିବା ଜିନିଷ ମିଳିବ । ବିଦ୍ୟାର୍ଥୀ ପାଠପଢ଼ାରେ ଭଲ କରିବେ ।

ବୃଷ: ଦିନଟି ଅତି ଉଜ୍ଜଳ ହେବ । ନୂତନ କାର୍ଯ୍ୟ ହାତକୁ ନେବେ । କର୍ମୀ ତଥା ବ୍ୟବସାୟୀମାନେ ଉନ୍ନତି କରିବେ । ଉଚ୍ଚ ପଦସ୍ଥଙ୍କ ଦ୍ୱାରା ପ୍ରସଂଶା ଭାଜନ ହେବେ । ବେତନ ବୃଦ୍ଧି ହେବ । ପୁରୁଣା କାମ ଶେଷ କରିବେ । ପରିବାର ବର୍ଗ ଭଲ ପାଇବା ସହ ସମ୍ମାନ ଜଣାଇବେ । ଆକର୍ଶଣୀୟ ଉପହାର ମିଳିପାରେ ।

ମିଥୁନ: ନୂତନ କାର୍ଯ୍ୟ ଶୁଭାରମ୍ଭ କରିବା ପାଇଁ ଯୋଜନା କରନ୍ତୁ ନାହିଁ । ଦିନଯାକ ଆପଣ କୌଣସି କାମ କରିବା ପାଇଁ ଉତ୍ସାହିତ ହେବେ ନାହିଁ । ପାକସ୍ଥଳିରେ ଯନ୍ତ୍ରଣା ଏବଂ ଆଉ କିଛି ସାମାନ୍ୟ ରୋଗ ଆପଣଙ୍କ ମାନସିକ ଯନ୍ତ୍ରଣାକୁ ବଢାଇ ଦେଇପାରେ । କାର୍ଯ୍ୟସ୍ଥଳ ଏବଂ ବ୍ୟବସାୟରେ କିଛି ପ୍ରତିପକ୍ଷ ବାଧା ସୃଷ୍ଟି କରିପାରନ୍ତି । ଏଥିପାଇଁ ଆପଣଙ୍କର ସହକର୍ମୀ ଏବଂ ଉପରିସ୍ଥ କର୍ମଚାରୀମାନେ ନୈରାଶ୍ୟ ହୋଇପାରନ୍ତି । ଆପଣଙ୍କର ପୁଞ୍ଜିରୁ କିଛି ଧନ ଅଯଥା ଖର୍ଚ୍ଚରେ ଲାଗିପାରେ । କୌଣସି ଗୁରୁତ୍ତ୍ୱପୁର୍ଣ୍ଣ ସିଦ୍ଧାନ୍ତ ଆଜି ନିଅନ୍ତୁ ନାହିଁ ।

କର୍କଟ: ଆପଣ ସତର୍କତାର ସହ ଆଜି କାର୍ଯ୍ୟ କରନ୍ତୁ । ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ କରନ୍ତୁ ନାହିଁ । ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ ଆପଣ ନିଜର କ୍ରୋଧ ଓ ବାକ୍ୟାଳାପରେ ସଞ୍ଜମତା ରକ୍ଷା କରନ୍ତୁ । ଆଜିର ଦିନ ସରିଲାବେଳକୁ ଆପଣ ଅତ୍ୟଧିକ ଖର୍ଚ୍ଚ କରିସାରିଥିବେ । ତେଣୁ ଜିନିଷ ପତ୍ର କିଣିବାକୁ ଯିବା କାର୍ଯ୍ୟକ୍ରମକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଅନ୍ତୁ । ଆପଣ ନିଜକୁ କୌଣସି ବେଆଇନ ଏବଂ ନୀତି ବିରୁଦ୍ଧ କାର୍ଯ୍ୟ କଳାପରୁ ଦୂରେଇ ରଖନ୍ତୁ । ପ୍ରାର୍ଥନା କରିବା, ଧର୍ମ ଗ୍ରନ୍ଥ ପଡିବା, ମନ୍ତ୍ର ଉଚ୍ଚାରଣ କରିବା କିମ୍ୱା ଅନ୍ୟ କୌଣସି ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ କରିପାରିଲେ ଆପଣ ମାନସିକ ଶାନ୍ତି ପାଇପାରିବେ ।

ସିଂହ: ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଏକ ମଧ୍ୟମ ଧରଣର ଦିନ ଅଟେ । ଦିବସର ଦ୍ୱିତୀୟାର୍ଦ୍ଧରେ କିଛି ଲଢେଇ କରି ପାରନ୍ତି । ପତ୍ନୀଙ୍କ ଦେହ ଭଲ ରହିବ ନାହିଁ । ବାଣିଜ୍ୟ ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ । ତାଙ୍କର ବ୍ୟବହାର ଓ ଚାଲିଚଳନ ପାଇଁ କ୍ଷୁବ୍ଧ ହେବେ, ଏବଂ ମନମାଳୀନ୍ୟ ହୋଇପାରେ । ଏହାସହ ଅକାରଣରେ ପାଟିତୁଣ୍ଡ ଠାରୁ ଦୂରେଇ ଯାଆନ୍ତୁ । ଆଜି ବିଭିନ୍ନ ଧରଣର ଲୋକଙ୍କ ସହ ମିଶିବେ, ଏହାର ସୁଯୋଗ ଉଠାଇ ଆନନ୍ଦ ହୁଅନ୍ତୁ ।

କନ୍ୟା: ଆଜି ଦିନଟି ଶୁଭଙ୍କର ଅଟେ । ପରିବାରର ସଦସ୍ୟ ଏବଂ ବନ୍ଧୁବାନ୍ଧବଙ୍କ ଗହଣରେ ଆମୋଦ ପ୍ରମୋଦରେ ସୁଅ ଛୁଟିବ । ଶାନ୍ତ ପରିବେଶ ମଧ୍ୟରେ ଆପଣଙ୍କ ମନ ପ୍ରଫୁଲ୍ଲ ରହିବ । ଶରୀର ପୁର୍ବାବସ୍ଥା ଠାରୁ ଆହୁରି ଭଲ ରହିବ । ଆର୍ଥିକ ଅବସ୍ଥା ଅତି ସ୍ୱଚ୍ଛଳ ରହିବ ।ସାମାଜିକ ଜୀବନରେ ପ୍ରତିଷ୍ଠିତ ହୋଇପାରନ୍ତି । ସହକର୍ମୀମାନଙ୍କ କାର୍ଯ୍ୟରେ ସହଯୋଗ କରିବେ । ସବୁଦିଗରୁ ଶୁଭ ଖବର ଆପଣଙ୍କୁ ଉଲ୍ଲସିତ କରିବ ।

ତୁଳା: ମନଯୋଗ ଦେଇ ଯେଉଁ କାର୍ଯ୍ୟଟିରେ ହାତ ଦେବେ ସେଥିରେ ସଫଳତା ଲାଭ କରିବ । ଆପଣଙ୍କର ଚିନ୍ତନଶୀଳ ମନୋବୃତ୍ତି ଯୋଗୁଁ ନିଜକୁ ଗୋଟିଏ ସ୍କୁଲ ବାଳକ ପରି ଭାବିବେ ଏବଂ ଗୋଟିଏ ଆନନ୍ଦଦାୟକ ବାଟରେ ଆଗେଇ ପାରନ୍ତି । ବିଦେଶରୁ ବାନ୍ଧବୀଙ୍କ ଠାରୁ କିମ୍ୱା ନିଜର ସନ୍ତାନ ଠାରୁ ଶୁଭଖବର ପାଇଁ ଆତ୍ମସନ୍ତୋଷ ଲାଭ କରିବେ । ଗ୍ରହମାନଙ୍କ ସୁପ୍ରଭାବରୁ ସବୁ ମଙ୍ଗଳମୟ କାର୍ଯ୍ୟ କରିବାକୁ ଇଛା କରିପାରନ୍ତି । ଏହା ଆପଣ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିପାରେ ।

ବିଛା: ପାରିବାରିକ ଜୀବନରେ ସୁଖଶାନ୍ତି ଫେରିଆସିପାରେ । ଦିନଟି ସୁଖରେ କାଟିବାକୁ ହେଲେ ଧର୍ମପତ୍ନୀଙ୍କ ସହ ଆପୋଷ ବୁଝାମଣା କରିବାକୁ ପଡିପାରେ । ତେଣୁ କୌଣସି ନାଟକୀୟ ଢଙ୍ଗରେ ଗୃହରେ ସୁସ୍ଥ ବାତାବରଣ ସୃଷ୍ଟି କରନ୍ତୁ । ବ୍ୟବସାୟିକ କଥାବାର୍ତ୍ତା ପାଇଁ ଅନ୍ୟ ଦିନ ସ୍ଥିର କରନ୍ତୁ । ଆଜି ଦିନଟି ଶରୀର ଓ ମନକୁ ବିଶ୍ରାମ ଦିଅନ୍ତୁ । ନିଜକୁ ଏପରି ଘଟଣାରେ ସଂଷ୍ଲିଷ୍ଟ କରନ୍ତୁ ନାହିଁ ଯାହା ଆପଣଙ୍କ ସମ୍ମାନ ଓ ଧନ ହାନି କରାଇବ । ଭାବିଚିନ୍ତି କାର୍ଯ୍ୟକଲେ ଏପରି କାର୍ଯ୍ୟରେ ଥକି ଯିବେନି । ବାରମ୍ୱାର ନିରୀକ୍ଷଣ କରି ଦରକାରୀ କାଗଜରେ ଦସ୍ତଖତ କରନ୍ତୁ ।

ଧନୁ: ଆଧ୍ୟାତ୍ମିକ ଚିନ୍ତାଧାରାରେ ଉଦବୁଦ୍ଧ ହୋଇ ଦିନଟିକୁ ଶାନ୍ତ ମାର୍ଗରେ କାଟିପାରନ୍ତି । ଯାହା ବିଷୟରେ ଜାଣିବାକୁ ଆପଣ ଉଦବିଗ୍ନ ସେଇ ବିଷୟରେ ପଢିବା ପାଇଁ ଇଛାମତେ ସମୟ ଦେଇପାରନ୍ତି । ବନ୍ଧୁମାନଙ୍କ ଗହଣରେ ଚା' ପାନର ମଜ୍ଜା ନେଇପାରିବେ ଏବଂ ବହୁଦିନରୁ ଦେଖା ହୋଇନଥିବା ଏକ ବନ୍ଧୁଙ୍କର ସାକ୍ଷାତ ମିଳିପାରେ । କଥୋପକଥନରେ ବହୁତ ସମୟ ଅତିବାହିତ କରି ଆନନ୍ଦ ଉପଲବ୍ଧ କରିବେ । ଆଜି ଦିନଟି ଶୁଭଫଳ ଦାୟକ ହୋଇଥିବାରୁ ବନ୍ଧୁ ମିଳନରେ ଆତ୍ମସନ୍ତୋଷ ପାଇବେ । ଭ୍ରମଣର ଆନନ୍ଦ ଉପଭୋଗ କରି ଧନୀ ମନେ କରିବେ ।

ମକର: ଅର୍ଥ ଲଗାଣକାରୀ ସଂସ୍ଥାରେ ଅର୍ଥ ବିନିଯୋଗ କରି ଲାଭବାନ ହେବେ । ତେଣୁ ଆର୍ଥିକ ଅବସ୍ଥା ଭଲ ରହିବ । ପାରିବାରିକ ଜୀବନରେ ଟିକିଏ ବ୍ୟତିକ୍ରମ ଦେଖାଦେଇପାରେ । ଯାହାଦ୍ୱାରା ଆପଣ ନିଜକୁ ନ୍ୟୁନ ମନେ କରିବେ । ମହିଳାମାନେ ଘରକାମରେ ଅକ୍ଲାନ୍ତ ପରିଶ୍ରମ କରି ନିଜକୁ ଗୌରବାନ୍ୱିତ ମନେ କରିବେ । ବିଦ୍ୟାର୍ଥୀମାନଙ୍କ ପାଇଁ ଆଜି ଦିନଟି ଶୁଭଙ୍କର ନୁହେଁ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । ଚକ୍ଷୁରେ ଯନ୍ତ୍ରଣା ପାଇପାରନ୍ତି । ମନରୁ ଦୁଶ୍ଚିନ୍ତା ଦୂର କରିବାକୁ ଚେଷ୍ଟା କରନ୍ତୁ । ସୁଖୀ ହେବେ ।

କୁମ୍ଭ: ଆଜି ଦିନଟି ଏକ ଭାଗ୍ୟଶାଳୀ ଦିବସ ଅଟେ । ବ୍ୟବସାୟରୁ ଅତ୍ୟନ୍ତ ଆର୍ଥିକ ସହାୟତା ମିଳିପାରେ । ଦିନଟି ନିଜର ବ୍ୟବସାୟୀ ବୁଦ୍ଧିକୁ ଖଟାଇ ମନୋରମ କରିପାରିବେ । ପ୍ରିୟଜନଙ୍କ ଠାରୁ ଉପହାର ପାଇ ନିଜକୁ ଭାଗ୍ୟଶାଳୀ ମନେ କରିବେ । ଶରୀର ସୁସ୍ଥ ରହିବ, ଅବସର କାଳୀନ ଯାତ୍ରା ବନ୍ଧୁମେଳରେ ଖୁସିର ଲହରୀ ସୃଷ୍ଟି କରିବ । ବ୍ୟବସାୟ ସଂକ୍ରାନ୍ତୀୟ ଏକ ବନ୍ଧୁ ମିଳନରେ ଆମୋଦ ପ୍ରମୋଦ କରିପାରନ୍ତି । ମାତାଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣିଦେଇପାରେ ।

ମୀନ: ଆଇନ ସମ୍ପର୍କୀୟ ଘଟଣାରୁ ନିଜକୁ ଦୂରେଇ ରହନ୍ତୁ । କମ ସମୟରେ ଉପକୃତ ଆର୍ଥିକ ଯୋଜନା ପଛରେ ଧାଇଁବା ଉଚିତ ନୁହେଁ । କୌଣସି ଆଲୋଚନାରେ ଭାଗ ନିଅନ୍ତୁ ନାହିଁ । ଆପଣ ଘର ଓ ପ୍ରିୟଜନଙ୍କ ଠାରୁ ଦୁରେଇ ଯିବାଦ୍ୱାରା ମନରେ ଅଶାନ୍ତି ସୃଷ୍ଟି ହୋଇପାରେ । ଅର୍ଥ ଲଗାଣକାରୀ ସଂସ୍ଥାରେ ଅର୍ଥ ଲଗାଇବା ଅନୁଚିତ । ସାମାଜିକ କାର୍ଯ୍ୟରେ ନିଜକୁ ବିନିଯୋଗ କରିପାରନ୍ତି କିମ୍ୱା ଧର୍ମକାର୍ଯ୍ୟରେ ନିଜକୁ ଯୋଗ ଦେଇ ପାରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.