ETV Bharat / sports

ଟିମ୍‌ ଇଣ୍ଡିଆର ବାଂଲାଦେଶ ଗସ୍ତ; ଆସିଲା କ୍ରୀଡାସୂଚୀ, ଜାଣନ୍ତୁ କେବେ ଏବଂ କେଉଁଠି ଖେଳାଯିବ ମ୍ୟାଚ ? - IND VS BAN SCHEDULE

ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଟି20 ଓ ଦିନିକିଆ ସିରିଜ ପାଇଁ କ୍ରୀଡାସୂଚୀ ଘୋଷଣା କଲା ବିସିସିଆଇ ।

IND VS BAN SCHEDULE
IND VS BAN SCHEDULE (AFP Photo)
author img

By ETV Bharat Odisha Team

Published : April 15, 2025 at 3:45 PM IST

Updated : April 15, 2025 at 7:38 PM IST

1 Min Read

ହାଇଦ୍ରାବାଦ: ଆଗକୁ ବାଂଲାଦେଶ ବିପକ୍ଷରେ ଟି20 ଓ ଦିନିକିଆ ମ୍ୟାଚ ଖେଳିବାକୁ ଯାଉଛି ଚିମ୍‌ ଇଣ୍ଡିଆ । ଭାରତୀୟ ଦଳର ବାଂଲଦେଶ ଗସ୍ତର କ୍ରୀଡାସୂଚୀ ଘୋଷଣା କରିଛି ବିସିଆଇ । ଏହି ଗସ୍ତରେ ଭାରତ ବାଂଲାଦେଶ ବିପକ୍ଷରେ 3ଟି ମ୍ୟାଚ ବିଶିଷ୍ଠ ଏକଦିବସୀୟ ସିରିଜ ଓ 3 ମ୍ୟାଚ ବିଶିଷ୍ଠ ଟି20 ସିରିଜ ଖେଳିବ । ସମସ୍ତ ମ୍ୟାଚ୍ ଦୁଇଟି ସ୍ଥାନରେ, ମିରପୁର ଏବଂ ଚଟ୍ଟୋଗ୍ରାମରେ ଖେଳାଯିବ। ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ଅଗଷ୍ଟ 17 ରୁ 31 ପର୍ଯ୍ୟନ୍ତ ପଡ଼ୋଶୀ ଦେଶ ବାଂଲାଦେଶ ଗସ୍ତରେ ରହିବ।

ଭାରତ-ବାଂଲାଦେଶ କ୍ରୀଡାସୂଚୀ:

ଭାରତ ଓ ବାଂଲାଦେଶ ମଧ୍ୟରେ ଅଗଷ୍ଟ 17ରୁ 23 ମଧ୍ୟରେ 3ମ୍ୟାଚ ବିଶିଷ୍ଟ ଓଡିଆଇ ସିରିଜ ଖେଳାଯିବ । ପ୍ରଥମ ଓ ଦ୍ବିତୀୟ ମ୍ୟାଚ ମିରପୁର ଷ୍ଟାଡିୟମରେ ଖେଳାଯିବ । ଶେଷ ମ୍ୟାଚ ଚଟ୍ଟୋଗ୍ରା ଷ୍ଟାଡିୟମରେ ଖେଳାଯିବ । ସେହିପରି ଆସନ୍ତା ଅଗଷ୍ଟ 26ରୁ 31 ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟି 20 ସିରିଜ ଖେଳାଯିବ । ପ୍ରଥମ ମ୍ୟାଚ ଚଟ୍ଟୋଗ୍ରା ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ ଦ୍ବିତୀୟ ଓ ତୃତୀୟ ମ୍ୟାଚ ମିରପୁର ଷ୍ଟାଡିୟମରେ ଖେଳାଯିବ । ବର୍ତ୍ତମାନ ସୁଦ୍ଧା 2ଟି ଯାକ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ-ଶ୍ରେୟସ ଆୟର ICC ପ୍ଲେଆର ଅଫ୍ ମନ୍ଥ, ଚାମ୍ପିଅନ୍ସ ଟ୍ରଫିରେ କରିଥିଲେ କମାଲ - IYER ICC PLAYER OF THE MONTH

ଦିନିକିଆ ସିରିଜ:

ପ୍ରଥମ ଦିନିକିଆ: ଅଗଷ୍ଟ 17 (ରବିବାର) ମିରପୁର ଷ୍ଟାଡିୟମରେ ଖେଳାଯିବ ।

ଦ୍ବିତୀୟ ଦିନିକିଆ: ଅଗଷ୍ଟ 20 (ବୁଧବାର) ମିରପୁର ଷ୍ଟାଡିୟମରେ ଖେଳାଯିବ ।

ତୃତୀୟ ଦିନିକିଆ:ଅଗଷ୍ଟ 23 (ଶନିବାର) ଚଟ୍ଟୋଗ୍ରା ଷ୍ଟାଡିୟମରେ ଖେଳାଯିବ ।

ଟି20 ସିରିଜ:

ପ୍ରଥମ ଟି20: ଅଗଷ୍ଟ 26 (ମଙ୍ଗଳବାର) ଚଟ୍ଟୋଗ୍ରା ଷ୍ଟାଡିୟମରେ ଖେଳାଯିବ ।

ଦ୍ବିତୀୟ ଟି20: ଅଗଷ୍ଟ 29 (ଶୁକ୍ରବାର) ମିରପୁର ଷ୍ଟାଡିୟମରେ ଖେଳାଯିବ ।

ତୃତୀୟ ଟି20:ଅଗଷ୍ଟ 31 (ରବିବାର) ମିରପୁର ଷ୍ଟାଡିୟମରେ ଖେଳାଯିବ ।

ବାଂଲାଦେଶ ଗସ୍ତ ପୂର୍ବରୁ ଜୁନ 20ରୁ ଅଗଷ୍ଟ 4 ମଧ୍ୟରେ ଗସ୍ତରେ ରହିବ ଭାରତ। ଦୁଇ ଦଳ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏହାପରେ ବାଂଲାଦେଶ ବିପକ୍ଷରେ ସିରିଜ ଖେଳାଯିବ ।

Last Updated : April 15, 2025 at 7:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.