ପାଖେଇ ଆସୁଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା , ଆରମ୍ଭ ହେଲା ତିନି ରଥର ଅଖ ନିର୍ମାଣ କାର୍ଯ୍ୟ - RATHA YATRA 2025

ପୁରୀ: ରଥ ଖଳାରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ଚକ ନିର୍ମାଣ ଶେଷ ପରେ ଆରମ୍ଭ ହୋଇଛି ଅଖ ନିର୍ମାଣ । ସେହିପରି ରୂପକାର ସେବକ ମାନେ ତିନି ରଥର ସାଲଗୁଜ ବା କୋଣଗୁଜ ଖୋଦେଇ ରୂପରେ ଅଳଙ୍କାର ପକା କାର୍ଯ୍ୟର ଶେଷ ସ୍ପର୍ଶ ଦେଇଛନ୍ତି । ଆଜିଠାରୁ ଆରମ୍ଭ ହୋଇଛି ତିନି ରଥ ସିଂହାସନ ଫ୍ରେମର ରୂପ ଖୋଦେଇ କାର୍ଯ୍ୟ ।
(ETV Bharat Odisha)

Published : May 30, 2025 at 8:57 PM IST
1 Min Read