ETV Bharat / photos

ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ - RATHA YATRA 2025

ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ
ପୁରୀ: ପାଖେଇ ଆସୁଛି ବିଶ୍ବର ପ୍ରସିଦ୍ଧ ରଥଯାତ୍ରା , ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ । ତିନି ରଥର ନାହାକା ଚକ ପ୍ରସ୍ତୁତ ପାଇଁ ଅନୁକୂଳ ପୂଜା ମୁଖ୍ୟ ମହାରଣାଙ୍କ ଦ୍ଵାରା ସମ୍ପନ୍ନ ହେବା ପରେ ତିନି ରଥ ସାଥୀ ମହାରଣା ସେବକମାନେ ପଇ ବିନ୍ଧ ଆରମ୍ଭ କରିଛନ୍ତି । (ETV Bharat Odisha)
author img

By ETV Bharat Odisha Team

Published : May 14, 2025 at 10:53 PM IST

1 Min Read
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.